ଆଇଜଲ, 4 ଡିସେମ୍ବର (ହି.ସ.) ମିଜୋରାମ ବିଧାନସଭାର 40ଟି ଆସନ ପାଇଁ ଭୋଟ ଗଣତି ଜାରି ରହିଛି । କ୍ଷମତାସୀନ ଏନଏନଏଫ 9ଟିରେ ଜେଡପିଏମ 18ଟି ଆସନରେ କଂଗ୍ରେସ 5ଟି ଆସନରେ ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛନ୍ତି । ରାଜ୍ୟରେ ସମସ୍ତ 13ଟି ଭୋଟଗଣତି କେନ୍ଦ୍ର ଓ 40ଟି ଭୋଟଗଣତି ହଲରେ ଆଜି ସକାଳୁ ଭୋଟଗଣନା ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
