ଭୁବନେଶ୍ୱର, 29 ନଭେମ୍ବର (ହି.ସ.) ଆଜି ହେଉଛି ଭାରତ ରତ୍ନ ଜାହାଙ୍ଗିର ରତନଜୀ ଦାଦା ଭାଇ ଟାଟାଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଟାଟା ଗ୍ରୁପର ଯୁବ ଚେୟାରମ୍ୟାନ, ଯୁଗଦ୍ରଷ୍ଟା, ଉଦ୍ୟୋଗପତି, ଭାରତରେ ବେସାମରିକ ବିମାନ ଚଳାଚଳର ପିତାମହ, ଭାରତ ରତ୍ନ ଜାହାଙ୍ଗିର ରତନଜୀ ଦାଦାଭାଇ ଟାଟାଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣା ଜଣାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
