ନୂଆଦିଲ୍ଲୀ, 23 ଅକ୍ଟୋବର (ହି.ସ.)- ଭାଇ ଦୂଜର
ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କୁ ଭାଇ ଦୂଜର ଅନେକ ଅନେକ ଶୁଭେଚ୍ଛା। ଭାଇ ଓ ଭଉଣୀଙ୍କ
ପାରସ୍ପରିକ ପ୍ରେମ ଓ ବିଶ୍ୱାସର ପ୍ରତୀକ ଏହି ପବିତ୍ର ପର୍ବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣିଦେଉ। ଏହି ଅମୂଲ୍ୟ ସମ୍ପର୍କର ଡୋର ଆହୁରି ଦୃଢ଼ ହେଉ — ଏହି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
