• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନ ଯୋଗୁ 32 ମୃତ
National

ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନ ଯୋଗୁ 32 ମୃତ

CliQ INDIA
Last updated: August 27, 2025 9:36 pm
CliQ INDIA
Share
2 Min Read
SHARE

କଟରା, 27 ଅଗଷ୍ଟ (ହି.ସ.)-ଜମ୍ମୁ

କଶ୍ମୀରର କଟରାରେ ପ୍ରବଳ ବର୍ଷା ପରେ ମଙ୍ଗଳବାର ପାହାଡ଼ ଧସିବା ଘଟଣାରେ ୩୨ ଜଣଙ୍କ ମୃତ୍ୟୁ

ଘଟିଛି। ଏହି ସୂଚନା ରିଆସି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ପରମବୀର ସିଂହ ଦେଇଛନ୍ତି।

ଭୁସ୍ଖଳନ ଘଟଣା ଶ୍ରୀ ମାତା ବୈଷ୍ଣୋ

ଦେବୀ ମନ୍ଦିରକୁ ଯିବା ପଥରେ ଅବସ୍ଥିତ ଅଧକ୍ୱାରୀ ଗୁଫା ମନ୍ଦିର ନିକଟରେ ଇନ୍ଦ୍ରପ୍ରସ୍ଥ

ଭୋଜନାଳୟ ପାଖରେ ଘଟିଛି।

ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍

ବୋର୍ଡଏକ ଏକ୍ସ ପୋଷ୍ଟରେ ଲେଖିଛି ଯେ, ଅଧକ୍ୱାରୀରେ

ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ପାଖରେ ଭୁସ୍ଖଳନ ଘଟିଛି ଓ କିଛି ଲୋକ ଆହତ ହୋଇଥିବା ଆଶଙ୍କା ଅଛି।

ଆବଶ୍ୟକ ମାନବଶକ୍ତି ଓ ଯନ୍ତ୍ରପାତି ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀମାନେ କହିଛନ୍ତି ଯେ ଚକ୍କୀ

ନଦୀରେ ମାଟି ଓ ଅଚାନକ ବନ୍ୟା ଆସିବା ପରେ ପଠାନକୋଟ କ୍ୟାଣ୍ଟ ଓ କଣ୍ଡ୍ରୋରୀ ମଧ୍ୟରେ ଡାଉନ୍

ଲାଇନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ୧୮ଟି ଟ୍ରେନ୍ ବାତିଲ୍ କରାଯାଇଛି।

ଏହି ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ

ଅମିତ ଶାହ ଏକ୍ସରେ ଲେଖିଛନ୍ତି ଯେ, ଘଟଣା ପରେ ସଙ୍ଗେସଙ୍ଗେ ଏନଡିଆରଏଫ ଟିମ

ଘଟଣାସ୍ଥଳରେ ପହଞ୍ଚିଛି। ଏହି ସନ୍ଦର୍ଭରେ ସେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା

ଓ ଉପରାଜ୍ୟପାଳ ମନୋଜ ସିହ୍ନା ସହିତ ଆଲୋଚନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ

ସାହାଯ୍ୟ କରିବା ପାଇଁ ରେସକ୍ୟୁ ଓ ଉଦ୍ଧାର କାମରେ ଲାଗିଛି ଏବଂ ଏନଡିଆରଏଫଟିମ୍ ମଧ୍ୟ ଘଟଣାସ୍ଥଳରେ ପହଚୁଛନ୍ତି ।

ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି

ଏବଂ ଅଧିକାରୀମାନଙ୍କୁ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ପାଇଁ ତୁରନ୍ତ ସାହାଯ୍ୟ ପ୍ରଦାନ

କରିବା ନିର୍ଦ୍ଦେଶ ଦେଇଛନ୍ତି। ସିହ୍ନା କହିଛନ୍ତି ଯେ, ଅଧିକାରୀମାନେ ପ୍ରବଳ

ବର୍ଷା ମଧ୍ୟରେ ଜମ୍ମୁ ବିଭାଗର ପରିସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ଲୋକମାନଙ୍କୁ ସରକାରଙ୍କ

ଦିଆଯାଇଥିବା ପରାମର୍ଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

ଅମିତ ଶାହଙ୍କ ସହିତ କଥାହେବା ପରେ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା

ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ସେ କେନ୍ଦ୍ରୀୟ ଗୃହମନ୍ତ୍ରୀ

ସହିତ ଫୋନ୍‌ରେ କଥାହୋଇଛନ୍ତି ଏବଂ ତାଙ୍କୁ ଜମ୍ମୁ-କଶ୍ମୀର, ବିଶେଷକରି ଜମ୍ମୁ

ବିଭାଗର ପରିସ୍ଥିତି ବିଷୟରେ ଅବଗତ କରାଯାଇଛି, ଯେଉଁଠାରେ ପ୍ରବଳ ଓ

ଅବିରତ ବର୍ଷା ବହୁତ କ୍ଷତି କରିଛି ଏବଂ ସାଧାରଣ ଜୀବନରେ ବ୍ୟାଘାତ ସୃଷ୍ଟି କରିଛି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭାର ମନୋନୀତ ସଦସ୍ୟମାନଙ୍କ ସଫଳତାକୁ ଉଲ୍ଲେଖ କରି ଅଭିନନ୍ଦନ ଜଣାଇଲେ
ଅମୃତସର ବିମାନ ବନ୍ଦରରେ ଦୁବାଇରୁ ଆସିଥିବା ଦୁଇ ଯାତ୍ରୀ ଗିରଫ, ୯୪ ଲକ୍ଷ ଟଙ୍କାର ବେଆଇନ ସୁନା ଜବତ
Rahul Gandhi Alleges FCRA Amendments Favour RSS, Warns of Increased Curbs on Civil Society Organisations
ଚୀନର ଭିକ୍ଟ୍ରି ଡେ ପରେଡରେ ସବୁଠୁ ବଡ ସାମରିକ ପ୍ରଦର୍ଶନ, ଜିନପିଙ୍ଗ କହିଲେ- ଚୀନ କାହାକୁ ଡରେନାହିଁ
ବୈଦେଶିକ ମନ୍ତ୍ରୀ ଡା. ଜୟଶଙ୍କର ସିଙ୍ଗାପୁର ଏବଂ ଚୀନକୁ ତିନି ଦିନିଆ ଗସ୍ତରେ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଟାଟା ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତରସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ
Next Article ପବିତ୍ର ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?