• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ମତଦାନ ଦିନ ଦେୟଯୁକ୍ତ ଛୁଟି ହେବ
National

ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ମତଦାନ ଦିନ ଦେୟଯୁକ୍ତ ଛୁଟି ହେବ

CliQ INDIA
Last updated: October 19, 2025 3:40 am
CliQ INDIA
Share
2 Min Read
SHARE

ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଭାରତ ନିର୍ବାଚନ ଆୟୋଗ ୨୦୨୫ ମସିହାରେ ବିହାର

ବିଧାନସଭାର ସାଧାରଣ ନିର୍ବାଚନ ଏବଂ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ

କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବିହାରରେ ପର୍ଯ୍ୟାୟ-୧ ପାଇଁ ନଭେମ୍ବର ୬, ୨୦୨୫ (ଗୁରୁବାର) ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ

ନଭେମ୍ବର ୧୧, ୨୦୨୫ (ମଙ୍ଗଳବାର) ତାରିଖ ମତଦାନ ପାଇଁ ସ୍ଥିର କରାଯାଇଛି

ଏବଂ ସମସ୍ତ ୮ଟି ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ମଧ୍ୟ ନଭେମ୍ବର ୧୧, ୨୦୨୫ ରେ ଅନୁଷ୍ଠିତ ହେବାକୁ ଯାଉଛି। ଜନପ୍ରତିନିଧିତ୍ୱ

ଆଇନ, ୧୯୫୧ ର ଧାରା ୧୩୫ଖ ଅନୁଯାୟୀ ଯେକୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ସଂସ୍ଥା

କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠାନରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତି ଏବଂ ରାଜ୍ୟ/କେନ୍ଦ୍ରଶାସିତ

ପ୍ରଦେଶର ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ହକଦାର, ସେମାନଙ୍କୁ ମତଦାନ ଦିନ ଏକ ଦେୟଯୁକ୍ତ ଛୁଟି ପ୍ରଦାନ

କରାଯିବ।

ଏପରି ଦେୟଯୁକ୍ତ ଛୁଟି ପାଇଁ ମଜୁରୀର କୌଣସି ହ୍ରାସ କରାଯିବ ନାହିଁ।

ଏହି ବ୍ୟବସ୍ଥାଗୁଡ଼ିକର ଉଲ୍ଲଂଘନ କରୁଥିବା ଯେକୌଣସି ନିଯୁକ୍ତିଦାତା ଜରିମାନା ପାଇଁ ଦାୟୀ

ରହିବେ। ସମସ୍ତ ଦୈନିକ ମଜୁରିଆ ଏବଂ ଅସ୍ଥାୟୀ କର୍ମଚାରୀ ମଧ୍ୟ ମତଦାନ ଦିନ ଦରମା ପାଇବାର ହକଦାର

ହେବେ।

ଆୟୋଗ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଭୋଟରମାନେ ସେମାନଙ୍କ

ନିର୍ବାଚନମଣ୍ଡଳୀ ବାହାରେ ଅବସ୍ଥିତ ଶିଳ୍ପ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନରେ କାମ କରୁଛନ୍ତି

କିମ୍ବା ନିଯୁକ୍ତ ଅଛନ୍ତି କିନ୍ତୁ ନିର୍ବାଚନ ହେବାକୁ ଥିବା ନିର୍ବାଚନମଣ୍ଡଳୀରେ ଭୋଟର ଭାବରେ

ପଞ୍ଜୀକୃତ ହୋଇଛନ୍ତି, ସେମାନେ ମଧ୍ୟ ଭୋଟ୍

ଦେବା ପାଇଁ ମତଦାନ

ଆୟୋଗ ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଏହି

ବ୍ୟବସ୍ଥାଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ଏବଂ ସମସ୍ତ ଭୋଟର ମୁକ୍ତ ଏବଂ ସୁବିଧାଜନକ ଭାବରେ

ସେମାନଙ୍କର ମତାଧିକାର ପ୍ରୟୋଗ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ବଡ ଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଆମେରିକାରେ ଥିବା ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ
UGC 2026 ସମାନତା ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ଶିକ୍ଷା ନୀତିରେ ବିତର୍କ।
ଅନୁଚ୍ଛେଦ 370 ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଜେପି ନଡ୍ଡା
ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ବ୍ୟକ୍ତି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଧନତେରସର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
Next Article ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ : ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?