ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ଜୟନ୍ତୀ ଅବସରରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଦେଶବାସୀଙ୍କୁ ବାଲ୍ମିକୀ ଜୟନ୍ତୀର ଅନନ୍ତ ଶୁଭକାମନା । ସାମାଜିକ ସମାନତା ଓ ସଦଭାବନା ସହ ଜଡିତ ତାଙ୍କର ଅମୂଲ୍ୟ ବିଚାର ଆଜି ମଧ୍ୟ ଭାରତୀୟ ସମାଜକୁ ସିଂଚିତ କରୁଛି । ମାନବିକତାର ତାଙ୍କର ବାର୍ତା ମାଧ୍ୟମରେ ସେ ଯୁଗ ଯୁଗ ଯାଏ ଆମ ସଭ୍ୟତା ଓ ସଂସ୍କୃତିର ଅମୂଲ୍ୟ ଧରୋହର ହୋଇ ରହିବେ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
