• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପିଏମ ମୋଦିଙ୍କ ଆଗମନ ପୂର୍ବରୁ ଜନତା ମୈଦାନରେ ଗୀତରେ ଝୁମିଉଠିଲେ ଲୋକେ, ପ୍ରବଳ ଜନଗହଳି
National

ପିଏମ ମୋଦିଙ୍କ ଆଗମନ ପୂର୍ବରୁ ଜନତା ମୈଦାନରେ ଗୀତରେ ଝୁମିଉଠିଲେ ଲୋକେ, ପ୍ରବଳ ଜନଗହଳି

CliQ INDIA
Last updated: June 21, 2025 7:05 am
CliQ INDIA
Share
1 Min Read
SHARE

ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶୁକ୍ରବାର

ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନ ପୂର୍ବରୁ ମୈଦାନରେ ଲାଗିଥିବା ପ୍ରବଳ ଭିଡର ମନୋରଞ୍ଜନ

ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ କଳାକାରମାନେ ପାରମ୍ପରିକ ଓ

ଆଧୁନିକ ସଙ୍ଗୀତ ପ୍ରସ୍ତୁତ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭ ଉତ୍ସାହଭରା ଗୀତ ଓ ଓଡ଼ିଆ ସାଂସ୍କୃତିକ ପ୍ରସ୍ତୁତି ସହିତ ହୋଇଥିଲା,

ଯାହା

ଉପସ୍ଥିତ ଲୋକଙ୍କ ଉତ୍ସାହକୁ ଅଧିକ ବଢ଼ାଇଥିଲା।

ମୈଦାନରେ ଦ୍ୱିପ୍ରହର ୧୨ଟା ପରେ ଲୋକମାନଙ୍କ ସଂଖ୍ୟା ବଢ଼ିବା ଲାଗିଥିଲା ଏବଂ ପରିବେଶରେ

ଉତ୍ସାହ ଓ ଭରିଯାଇଥିଲା । ମୈଦାନରେ ଉପସ୍ଥିତ ହଜାର ହଜାର ଲୋକ ତାଳି ଓ ନୃତ୍ୟରେ ସାମିଲ ହୋଇ

କଳାକାରଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଏହି ସାଂସ୍କୃତିକ

କାର୍ଯ୍ୟକ୍ରମ ଏକ ସକାରାତ୍ମକ ଶକ୍ତି ଓ ଉତ୍ସାହର ମାଧ୍ୟମ ହୋଇଉଠିଥିଲା,

ଯାହା

ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଆନନ୍ଦ, ଏକତା ଓ ସହଯୋଗର ଭାବନାକୁ ଉତ୍ପନ୍ନ

କରିଥିଲା। ଏହି କାର୍ଯ୍ୟକ୍ରମରେ ପରିବାର, ଯୁବ ପିଢ଼ି ଓ ବହୁ ସଂଖ୍ୟାରେ ବୟସ୍କଙ୍କ ଉପସ୍ଥିତି

ଦେଖାଯାଇଥିଲା, ଯାହା ଏହି ସାବ୍ୟସ୍ତ କରିଥିଲା ଯେ ରାଜନୀତି ଓ ସଂସ୍କୃତିର ସଙ୍ଗମ

ଲୋକଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ତିଆରି କରିପାରେ।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 79 ଡଲାର
ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣର ସ୍ୱତଃ ସଂଜ୍ଞାନ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ
ଡେରାଡୁନ ଓ ଗଦରପୁରରେ ଗୋଟିଏ ଗୋଟିଏ ବେଆଇନ ମଜାର ଧ୍ୱସ୍ତ, ଧାମୀ ସରକାରର ଅଭିଯାନ ଜାରି
ସୁପ୍ରିମ କୋର୍ଟ ମଇ ୫ ତାରିଖରୁ ସିଏଏଏ ଉପରେ ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରିବ |
ସୁନା ଦାମରେ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ରୂପା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଲୋକଙ୍କ କାମରେ ଆସୁନି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର
Next Article ବର୍ଷ ଏକ ପ୍ରତାରଣା ଅନେକ – ସାମ୍ବାଦିକ ସମ୍ମିଳନୀ : ଲୋକଙ୍କୁ ପ୍ରତାରଣା କରିବାରେ ରେକର୍ଡ କରୁଛି ଡବଲ ଇଞ୍ଜିନ – କଂଗ୍ରେସ ବିଧାୟକ ଦଳ ନେତା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?