ନୂଆଦିଲ୍ଲୀ, ୨୬ ଡିସେମ୍ବର (ହି.ସ.)- ଦେଶର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ମଙ୍ଗଳବାର ସକାଳେ ଘନ କୁହୁଡ଼ି କାରଣରୁ ପ୍ରାୟ ୩୦ ଉଡ଼ାଣରେ ବିଳମ୍ବ ଘଟିଛି । ଦୁଇ ଉଡାଣର ମାର୍ଗ ପରିବର୍ତନ କରାଯାଇଛି । ବିଭାଗୀୟ ସୂତ୍ରରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
