ଲକ୍ଷ୍ନୌ, ୪ ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବସପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଡିସେମ୍ବର ୧୦ ତାରିଖରେ ଲକ୍ଷ୍ନୌରେ ରାଷ୍ଟ୍ରୀୟ ବୈଠକର ଆହ୍ଵାନ କରିଛନ୍ତି । ଏହି ବୈଠକରେ ମାୟାବତୀ ୪ ରାଜ୍ୟରେ ଆସିଥିବା ନିର୍ବାଚନ ଫଳାଫଳ ଉପରେ ମଧ୍ୟ ଆଲୋଚନା କରିବେ । ମାୟାବତୀ ସୋମବାର ସାମାଜିକ ଗଣମାଧ୍ୟମ ସାଇଟ୍ ଏକ୍ସ ମାଧ୍ୟମରେ ଏହି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
