ନୂଆଦିଲ୍ଲୀ, ୨୧ ଡିସେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସ୍ପଷ୍ଟ କରିଛି ଯେ, ଜାତିଗତ ଜନଗଣନାରେ ସଂଘର କୌଣସି ଆପତି ନାହିଁ, କିନ୍ତୁ ତାର ଉପଯୋଗ ସମାଜର ସର୍ବାଙ୍ଗିନ ଉନ୍ନତି ପାଇଁ ହେବା ଆବଶ୍ୟକ ।
ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେଦକର ଏକ ବୟାନରେ କହିଛନ୍ତି ଯେ, ଗତ କିଛି ଦିନ ହେଲା ଜାତି ଆଧାରିତ ଜନଗଣନା ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି । ମୋର ଏହା ମତ ଯେ, ସମାଜର ସର୍ବାଙ୍ଗିନ ଉନ୍ନତି ପାଇଁ ଏହାର ଉପଯୋଗ କରାଯାଉ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
