ଶ୍ରୀନଗର, 5, ଡିସେମ୍ବର (ହି.ସ.)- ଆଜି କଶ୍ମୀରର ଅନେକ ସ୍ଥାନରେ ଏନଆଇଏ ରେଡ୍ କରିଛି । ବାରମୂଳା ଓ ସୋପିଆଂ ଜିଲ୍ଲାର ଅନେକ ସ୍ଥାନରେ ଏନଆଇଏ ପକ୍ଷରୁ ଚଢାଉ କରାଯାଇଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଏହି ଚଢାଉରେ ଏନଆଇଏ ଅଧିକାରୀଙ୍କ ସମେତ ଜମ୍ମୁ କଶ୍ମୀର ପୋଲିସ ଓ ସିଆରପିଏଫ ଯବାନମାନେ ମଧ୍ୟ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
