
ଭୋପାଳ, 9 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ସତନା, ଛତରପୁର ଓ ନିମଚ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ରାଜ୍ୟର ମିଡିଆ ପ୍ରଭାରୀ ଆଶିଷ ଅଗ୍ରୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ 11ଟାରେ ଜନସଭାକୁ ସମ୍ବୋଧିତ କରିବେ । ଛତରପୁରରେ ଅପରାହ୍ନ ଗୋଟାଏ ଓ ସନ୍ଧ୍ୟା 4.30ରେ ନିମଚରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
