ଆମେରିକୀୟ ଅଭିନେତ୍ରୀ ସୁଜୈନ ସୋମର୍ସଙ୍କ ପରଲୋକ
ୱାଶିଂଟନ, 16 ଅକ୍ଟୋବର (ହି.ସ.) ଆମେରିକୀୟ ଅଭିନେତ୍ରୀ ସୁଜୈନ ସୋମର୍ସଙ୍କ ପରଲୋକ । 76 ବର୍ଷୀୟ ଅଭିନେତ୍ରୀ ସୋମର୍ସ ଅକ୍ଟୋବର 15 ତାରିଖ ଦିନ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗଣମାଧ୍ୟମ ସୂଚନା ମୁତାବକ ଅଭିନେତ୍ରୀ ସୁଜୈନ…
୨୦୨୮ ଅଲିମ୍ପିକରେ କ୍ରିକେଟକୁ ସାମିଲ କରାଯିବା ଅଲିମ୍ପିକ ଆନ୍ଦୋଳନକୁ ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି
ମୁମ୍ବାଇ, 16 ଅକ୍ଟୋବର (ହି.ସ.) - ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ…
ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା – Hindusthan Samachar Odia
ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା । ବଜାର ଠାରୁ ଅଳ୍ପ ଦୂରରେ ଥିବା ନାଳ ନିକଟ ବୁଦା ଭିତରେ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ଜଣାପଡିନି…
ଆଫଗାନିସ୍ତାନ ସ୍ପିନରଙ୍କୁ ମୁକାବିଲା କଷ୍ଟକର ଥିଲା- ଇଂଲଣ୍ଡ
ନୂଆଦିଲ୍ଲୀ, 16 ଅକ୍ଟୋବର (ହି.ସ.) ରବିବାର କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନ ଠାରୁ ହାରିଯାଇଛି ଗତଥରର ଚାମ୍ପିୟାନ ଇଂଲଣ୍ଡ । ବିଶ୍ୱବିଜେତା ଇଂଲଣ୍ଡକୁ 69ରନରେ ହରାଇଛି ଆଫଗାନିସ୍ତାନ । ଆଫଗାନିସ୍ତାନର ସ୍ପିନରଙ୍କୁ ମୁକାବିଲା କରିବା ପାଇଁ କୌଣସି ତୋଡ ନଥିଲା ଇଂଲଣ୍ଡ ପାଖରେ…
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ମୋ ମାଟି,ମୋ ଦେଶ କାର୍ଯ୍ୟକ୍ରମରେ ଜନସମୁଦ୍ର
ଭୁବନେଶ୍ୱର, , 16 ଅକ୍ଟୋବର (ହି.ସ.) ଏକାମ୍ର ନିର୍ବାଚନ ମଣ୍ଡଳୀର ସିଟିଓମେନ୍ସ କଲେଜ ଛକରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଗୁରୁଜନ, ମା’ ଭଉଣୀ, ଯୁବ ବନ୍ଧୁ…
ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ
ନୂଆଦିଲ୍ଲୀ, , 16 ଅକ୍ଟୋବର (ହି.ସ.)- ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବା ସହିତ ଏହାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ କେବଳ ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ଅଧିକ…
ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ – Hindusthan Samachar Odia
ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନଦୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପିଏମ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଶୁଭେଚ୍ଛା ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ 40ଟଙ୍କା କମିଲା
ଇସଲମାବାଦ, 16 ଅକ୍ଟୋବର (ହି.ସ.) ମହଙ୍ଗା ସହିତ ଲଢେଇ କରୁଥିବା ପାକିସ୍ତାନ ବାସିନ୍ଦାଙ୍କୁ ଆଶ୍ୱସ୍ତି । ପାକିସ୍ତାନର କାର୍ଯ୍ୟକାରୀ ସରକାର ପେଟ୍ରୋଲ ମୂଲ୍ୟରେ 40 ଟଙ୍କା ଓ ହାଇସ୍ପିଡ ଡିଜେଲ ମୂଲ୍ୟରେ 15ଟଙ୍କା ହ୍ରାସ କରିଛନ୍ତି । ପାକିସ୍ତାନର ଅର୍ଥ ମନ୍ତ୍ରାଳୟ…
ଚାଷୀ ଆତ୍ମହତ୍ୟା ଅଭିଯୋଗ
ଧର୍ମଶାଳା, ୧୬ ଅକ୍ଟୋବର (ହି.ସ.)- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଂଚାୟତ ଅନ୍ତର୍ଗତ ବାଜବାଟି ଗ୍ରାମରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀଙ୍କ ନାମ ନିତ୍ୟାନନ୍ଦ ପରିଡା ବୋଲି ଜଣାପଡିଛି । ଫସଲରେ କ୍ଷତିଯୋଗୁଁ…
ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 16 ଅକ୍ଟୋବର (ହି.ସ.) ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…