ଆଜି ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା-ନେଦରଲ୍ୟାଣ୍ଡ ମୁହାଁମୁହିଁ
ଧର୍ମଶାଳା, 17 ଅକ୍ଟୋବର (ହି.ସ.) ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଧର୍ମଶାଳାରେ ଆଜି ଦକ୍ଷିଣ ଆଫ୍ରିକା- ନେଦରଲ୍ୟାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ଉଦ୍ୟମ କରିବାକୁ ଥିବା ବେଳେ ଦକ୍ଷିଣ-ଆଫ୍ରିକା ନିଜର ବିଜୟ ଧାରା…
ଚିଲିକାରେ ପ୍ରଦୂଷଣ କମାଇବାକୁ ଚାଲିବ ସୌରଚାଳିତ ବୋଟ୍ ଓରେଡା ତରଫରୁ ପ୍ରସ୍ତାବ ଉପସ୍ଥାପନ
ଭୁବନେଶ୍ୱର, , 17 ଅକ୍ଟୋବର (ହି.ସ.) ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.)ଆଜି ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ଲେଖିଛନ୍ତି ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ ମାନଙ୍କୁ…
ଡୁଙ୍ଗୁରିପାଲି ଗାଁ ର ମା ମାହେଶ୍ୱରୀ ଦେବୀ ଙ୍କ ସ୍ବତନ୍ତ୍ର ପୀଠ ରେ ପୂଜା ଆରମ୍ଭ।
ବଲାଙ୍ଗୀର -୧୭ ଅକ୍ଟୋବର( ହି.ସ)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ର କୁଟାସିଂହ।ଗ୍ରା.ପ. ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ରେ ଅବସ୍ଥିତ ମା ମ।ହେ ପୀଠ,ଯାହାକି ୧୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ । ପୀଠ ସ୍ଥାପନା ହୋଇଛି,ଯାହାକି ବିଶ୍ୱାସ,ପରମପର ଓ…
ଡକ୍ଟର ସୋନେଲାଲ ପଟେଲଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ସ୍ମୃତିଚାରଣ କଲେ ଯୋଗୀ
ଲକ୍ଷ୍ନୌ, 17 ଅକ୍ଟୋବର (ହି.ସ.) ଆଜି ହେଉଛି ଡକ୍ଟର ସୋନେଲାଲ ପଟେଲଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସାମାଜିକ ନ୍ୟାୟର…
ଏଆଇଡିଏସଓର ବିଶାଳ ଛାତ୍ର ବିକ୍ଷୋଭ ଆଜି
ଭୁବନେଶ୍ୱର 17 ଅକ୍ଟୋବର - ରାଜ୍ୟରେ ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ସ୍କୁଲକୁ ଖୋଲିବା , ସ୍ଥାୟୀ ଭିତିରେ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦେବା, ଜାତୀୟ ଶିକ୍ଷା ନୀତିକୁ ବାତିଲ କରିବା ସହ ଛାତ୍ର ସଂସଦ ନିର୍ବାଚନ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବବୃହତ ସାମୁଦ୍ରିକ ସମାରୋହ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ କରିବେ ଉଦଘାଟନ
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମଆଇଏସ ୨୦୨୩)ର ତୃତୀୟ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ…
ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟରେ ପ୍ରଜା…
ମାଆ ଚନ୍ଦ୍ରଘଣ୍ଟାଙ୍କ କୃପାରୁ ଦେଶବାସୀଙ୍କ ଯଶ ଓ କୀର୍ତ୍ତି ବୃଦ୍ଧି ହେଉ, କାମନା କଲେ ପିଏମ ମୋଦି
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ଆଜି ହେଉଛି ପବିତ୍ର ନବରାତ୍ରୀର ତୃତୀୟ ଦିନ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ସାହସ ଓ ଶୌର୍ଯ୍ୟର…
ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)ଆଜି ହେଉଛି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାର ପରିବର୍ତ୍ତନଶୀଳ ନୀତି ଏବଂ ଲକ୍ଷ୍ୟମୂଳକ ପଦକ୍ଷେପଗୁଡ଼ିକ ଦାରିଦ୍ର୍ୟର ହ୍ରାସ…