ସୀମାନ୍ତରେ ସୁନା ଚୋରାଚାଲାଣ ଉଦ୍ୟମ ପଣ୍ଡ, ମାଫିଆ ଗିରଫ
କୋଲକାତା, 17 ଅକ୍ଟୋବର (ହି.ସ.) ସୀମାନ୍ତରେ ସୁନା ଚୋରା ଚାଲାଣ ଉଦ୍ୟମ ପଣ୍ଡ କଲେ ବିଏସଏଫ ଯବାନ । ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଭାରତ-ବାଂଲାଦେଶ ସୀମାନ୍ତରେ ମୁତୟନ ଥିବା ସୀମା ସୁରକ୍ଷାବଳର ଯବାନମାନେ ଉତ୍ତର 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଘୋଜାଡାଙ୍ଗରେ ଏକଧରଣର…
ବର୍ଷା-ଅନୁଭବ ପାରିବାରିକ ବିବାଦ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅନୁଭବ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଅନୁଭବ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ପରେ ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ । ଏହି ପାରିବାରିକ ବିବାଦ ମାଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଅନୁଭବ…
ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସଂଘ ଏବଂ ଭିଏଚପି ପକ୍ଷରୁ ସ୍ୱାଗତ
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ମାନ୍ୟତା ଦେବାକୁ ମନା କରିବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି…
ବେଗୁନିଆରେ କାର୍ ଦୁର୍ଘଟଣା, ଜଣେ ମୃତ, 3 ଆହତ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) ଖୋର୍ଦ୍ଧା-ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡକୁ ମାଡିଗଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଏକ…
ଚୀନ ଗସ୍ତରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ
ବେଜିଂ, 17 ଅକ୍ଟୋବର (ହି.ସ.) ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆଜି ହଠାତ୍ ଚୀନରେ ପହଞ୍ଚିଛନ୍ତି । ଚୀନର ବେଜିଂ ଏୟାରପୋର୍ଟରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା । ପୁଟିନଙ୍କ ଏହି ଗସ୍ତ ଉପରେ ପୂରା ଦୁନିଆର ନଜର ରହିଛି ।…
୨୦ରୁ ୧-ନମ୍ବର ହାଟରେ ପରିବାର ବ୍ୟବସାୟ ବନ୍ଦ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) ଆସନ୍ତା 20 ତାରିଖରୁ ୟୁନିଟ-1 କଞ୍ଚା ପରିବା ହାଟରେ ବ୍ୟବସାୟ ବନ୍ଦ। ଦୋକାନ ଖୋଲା ରହିବ କିନ୍ତୁ ଆସିବନି ପରିବା ଗାଡି । ବିଭିନ୍ନ କାରଣରୁ ବଡ ଗାଡି ହାଟ ଭିତରକୁ ଆସିବାକୁ ଅସୁବିଧା ହେଉଥିବାରୁ…
ବୁଲନ୍ଦସହରରେ 632 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ଯୋଗୀ ଆଦିତ୍ୟନାଥ
ବୁଲନ୍ଦସହର, 17 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଜନପଦ ବୁଲନ୍ଦସହରରେ ମଙ୍ଗଳବାର 632କୋଟିର 256ଟି ବିକାଶମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ…
କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) - ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍…
ରାଞ୍ଚିରୁ ଦୁଇ ଠକଙ୍କୁ ବାନ୍ଧିଲା ଓଡ଼ିଶା ଇଓଡବ୍ଲୁ
ରାଞ୍ଚି, 17 ଅକ୍ଟୋବର (ହି.ସ.)- ଓଡ଼ିଶା ପୋଲିସର ଅର୍ଥନୈତିକ ଅବରୋଧ ଶାଖା ରାଞ୍ଚିରୁ ଦୁଇ ଠକଙ୍କୁ ଗିରଫ କରିଛି । ଏହି ଦୁଇ ଠକ ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ କରିଥିଲେ । ସୋମବାର ରାତିରେ ସ୍ଥାନୀୟ ପୋଲିସ ସହାୟତାରେ…
ଜମ୍ମୁ, କଠୁଆ ଓ ପଠାନକୋଟର 8ଟି ସ୍ଥାନରେ ଇଡି ରେଡ୍ ପିଏମଏଲଏ ମାମଲାରେ ପୂର୍ବତନ ମନ୍ତ୍ରୀ ଚୌଧୁରୀ ଲାଲସିଂହଙ୍କ ବାସଭବନରେ ଚଢାଉ
ଜମ୍ମୁ, 17 ଅକ୍ଟୋବର (ହି.ସ.) ଜମ୍ମୁକଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଚୌଧୁରୀ ଲାଲ ସିଂହଙ୍କ ବାସଭବନ ସହିତ ଜମ୍ମୁ, କଠୁଆ ଓ ପଠାନକୋଟରେ 8ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆରବୀ ଏଜୁକେସନ ଟ୍ରଷ୍ଟ ବିରୋଧରେ ରୁଜୁ…