ନୌସେନାର ଶୌର୍ଯ୍ୟ ସଂଗ୍ରହାଳୟ ପାଇଁ ଶିଳାନ୍ୟାସ କରିବେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 17 ଅକ୍ଟୋବର (ହି.ସ.) ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟୋବର 21ରେ ସେନାର ଶୌର୍ଯ୍ୟ ସଂଗ୍ରହାଳୟ ନିମନ୍ତେ ଶିଳାନ୍ୟାସ କରିବେ । ଏହି ଅବସରରେ ଭାଇସ୍ ଆଡମିରଲ ସମେତ ପ୍ରଶାସନ ଓ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହିବେ । ଗୋମତୀ…
ରତାଖଣ୍ଡି ଜଙ୍ଗଲରେ ଅବକାରି ଚଢଉ – Hindusthan Samachar Odia
ଜୟପୁର, ୧୭ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଜଙ୍ଗଲରେ ଅବକାରି ବିଭାଗ ମଙ୍ଗଳବାର ଚଢଉ କରିଛି । ମଦ ମାଫିଆମାନେ ମଦ ଓ ପୋଚ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢଉ କରିଛି ।…
ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ଦାୟର କଲେ ମହୁଆ ମୋଇତ୍ରା
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ମହୁଆ । ଅକ୍ଟୋବର 20ରେ…
୨୯ରୁ ଗୌହାଟୀକୁ ଉଡିବ ବିମାନ – Hindusthan Samachar Odia
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) - ଭୁବନେଶ୍ୱରରୁ ଆସାମର ଗୌହାଟୀକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ୱର-ଗୌହାଟୀ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳ କରିବ । ଏହାଦ୍ୱାରା ଉତର ପୂର୍ବାଂଚଳ ରାଜ୍ୟକୁ ଯାତାୟାତ ସମୟ କମିବ ।…
ଭାରତୀୟ ସେନା କିଣିବ ଆଠଟି ଲ୍ୟାଣ୍ଡିଂ ଆଟାକ୍ କ୍ରାଫ୍ଟ ଓ ଛଅଟି ଦ୍ରୁତଗାମୀ ନୌକା ପାକିସ୍ତାନ ଏବଂ ଚୀନ୍ ସୀମାରେ ନଜର ରଖିବ ନୌକା ସର୍ କ୍ରିକ୍ ଅଞ୍ଚଳ ଏବଂ ବ୍ରହ୍ମପୁତ୍ର ନଦୀ ଅବବାହିକା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ସୁରକ୍ଷାରେ ହେବ ସହାୟକ
ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଚାଲେଞ୍ଜପୂର୍ଣ୍ଣ ସାମୁଦ୍ରିକ ବାତାବରଣରେ ମଧ୍ୟ ଦ୍ରୁତଗତିରେ ଜବାବ ଦେବ ଲ୍ୟାଣ୍ଡିଂ କ୍ରାଫ୍ଟ ଓ ଦ୍ରୁତ ପାଟ୍ରୋଲିଂ ନୌକା । 'ମେକ୍ ଇନ୍ ଇଣ୍ଡିଆ ଇନ୍ ଡିଫେନ୍ସ' କାର୍ଯ୍ୟକ୍ରମ ଅଧୀନରେ…
ଲୋଇସିଂହାରେ ଅନୁସୂଚିତ ଜାତି ଗଣ୍ଡା ସାମାଜ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆଁଖାଇ ଭେଟଘାଟ
ବଲାଙ୍ଗିର, ୧୭ ଅକ୍ଟୋବର (ହି.ସ.)- ଲୋଇସିଂହା କଲ୍ୟାଣମଣ୍ଡପ ଠାରେ ଅନୁସୂଚିତ ଜାତି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନୁଆଁଖାଇ କାର୍ଯ୍ୟକ୍ରମଟି ତରଣୀସେନ ଦୀପ, ଶଙ୍କର ନନ୍ଦ ଓ ପିତାମ୍ବର ବାରିକଙ୍କ ମିଳିତ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥଲା…
କାରଖାନାର ଗୋଦାମରେ ଲାଗିଲା ଭୀଷଣ ନିଆଁ
ହରିଦ୍ଵାର, ୧୭ ଅକ୍ଟୋବର (ହି.ସ.)- ନାରାୟଣ ଇଣ୍ଡଷ୍ଟ୍ରିଜ୍ ରାୟପୁର ଇଣ୍ଡଷ୍ଟ୍ରିଜ୍ ଏରିଆ ଭଗବାନପୁରରେ ମଙ୍ଗଳବାର ଭୋର୍ ସମୟରେ ଏକ କାରଖାନାର ଗୋଦାମରେ ଭୀଷଣ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ କାରଖାନାର ଗୋଦାମରେ ଥିବା ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଦମକଳର…
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମା
ବଲାଙ୍ଗିର, ୧୭ ଅକ୍ଟୋବର (ହି.ସ.)- ଆଜି ଜଗତ୍ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ଵରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଏହି ବେଶ ଦର୍ଶନ ପାଇଁ ବଲାଙ୍ଗିର…
ବର୍ଷା ଯୋଗୁ ଜମ୍ମୁରେ ଧସିଲା ପୁରାତନ ମନ୍ଦିର
ଜମ୍ମୁ, 17 ଅକ୍ଟୋବର (ହି.ସ.) ବର୍ଷା ଯୋଗୁ ଧସିଲା ଜମ୍ମୁର ପ୍ରସିଦ୍ଧ 170ବର୍ଷ ପରୁଣା ରଣବୀରେଶ୍ୱର ମନ୍ଦିରର ଭବନର ଏକ ଅଂଶ । ଜମ୍ମୁରେ ବର୍ଷା ଲାଗିରହିଥିବା ବେଳେ ଏହି ପୁରୁଣା ମନ୍ଦିରର କିଛି ଅଂଶ ଭୁଶୁଡିପଡିଛି । ଖବର ପାଇ…
ବଡ଼ଖଣ୍ଡା ଗ୍ରାମରୁ ହଟୁନି ବାସନ୍ଦ ପ୍ରଥା, ଏସପିଙ୍କୁ ଭେଟିଲେ ପୀଡିତ ପରିବାର ସଦସ୍ୟା
ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଧିନ ବଡ଼ଖଣ୍ଡା ଗ୍ରାମରୁ ବାସନ୍ଦ ଭଳି କୁତ୍ସିତ ପ୍ରଥା ହଟିପାରୁନି । ପୋଲିସ ବିଭାଗର ବାରମ୍ବାର ସଚେତନତା ସତ୍ବେ କୁଳସମାଜର ମୁଣ୍ଡିଆଳ ମାନେ ଏଥିରୁ ନିବୃତ ରହୁନାହାଁନ୍ତି । ଗତ…