• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ମୋ ମାଟି,ମୋ ଦେଶ କାର୍ଯ୍ୟକ୍ରମରେ ଜନସମୁଦ୍ର
Regional

ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ମୋ ମାଟି,ମୋ ଦେଶ କାର୍ଯ୍ୟକ୍ରମରେ ଜନସମୁଦ୍ର

CliQ INDIA
Last updated: October 16, 2023 7:53 pm
CliQ INDIA
Share
3 Min Read
SHARE

ଭୁବନେଶ୍ୱର, , 16 ଅକ୍ଟୋବର (ହି.ସ.) ଏକାମ୍ର ନିର୍ବାଚନ ମଣ୍ଡଳୀର ସିଟିଓମେନ୍ସ କଲେଜ ଛକରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଗୁରୁଜନ, ମା’ ଭଉଣୀ, ଯୁବ ବନ୍ଧୁ ଓ ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କଳସରେ ମାଟି ସଂଗ୍ରହ କରିଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ,ଏକାମ୍ର ନିର୍ବାଚନ ମଣ୍ଡଳୀ ଠାରେ ‘ଅମୃତ କଳସ’ରେ ପବିତ୍ର ମାଟି ସଂଗ୍ରହ କରିବାର ସୌଭାଗ୍ୟ ଲାଭ କଲି । ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି । ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ମାଆ ଭଉଣୀଙ୍କ ମଧ୍ୟରେ ‘ମୋ ମୋଟି ମୋ ଦେଶ’ କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି । ଆଜି ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା’ ନାଁରେ ସ୍ଥାପିତ ହେବ । ଏହି ‘ଅମୃତ ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ।ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି । ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ମାଆ ଭଉଣୀଙ୍କ ମଧ୍ୟରେ ‘ମୋ ମୋଟି ମୋ ଦେଶ’ କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି । ଆଜି ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା’ ନାଁରେ ସ୍ଥାପିତ ହେବ । ଏହି ‘ଅମୃତ ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ ।ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂ କହିଥିଲେ ଯେ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ‘ମୋ ମାଟି, ମୋ ଦେଶ” ଆୟୋଜନ ହେଉଛି । ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟବାସୀ ‘ମୋ ମାଟି, ମୋ ଦେଶ”କୁ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ, ଯୁବକ, ବୃଦ୍ଧବୃଦ୍ଧାଙ୍କ ଉତ୍ସାହ ବେଶ ଲକ୍ଷ୍ୟଣୀୟ । ଓଡ଼ିଶାବାସୀଙ୍କୁ ଦେଖି ସ୍ପଷ୍ଟ ଜଣାପଡୁଛି ମୋଦିଜୀଙ୍କ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଓଡ଼ିଶାରେ ସଫଳ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଥିଲେ ଯେ ଦେଶ ପାଇଁ ବଳିଦାନ ଦେଇଥିବା ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ନବଉତ୍କଳ ବିନ୍ଧାଣୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ବରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଏକାମ୍ର ବାସୀଙ୍କ ଯୋଗଦାନ ଉତ୍ସାହଜନକ ଥିଲା । ହଜାର ହଜାର କାର୍ଯ୍ୟକର୍ତ୍ତା ଏଥିରେ ଯୋଗୋଦାନ କରିଥିଲେ।ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ଶ୍ରୀ ସିଂ କହିଛନ୍ତି।ଏହି ଅବସରରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବକ୍ସି ଜଗବନ୍ଧୁଙ୍କ ଦାୟାଦ ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ବିଜେପି ନେତା ରାଜେନ୍ଦ୍ର ପଣ୍ଡା,ପିଙ୍କି ପ୍ରଧାନ,ରାମ ରଣସିଂହ, ହିମାଂଶୁ ଶେଖର ଛୋଟରାୟ, ସୁନିଲ ପ୍ରଧାନ,ସୁରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଦାସ, ମନୋଜ ପଶ୍ଚିମକବାଟ, ସୁଭାଷିନୀ ପୃଷ୍ଟି, ଦିଲ୍ଲୀପ ବେହେରା, ସୋୟଂ ସେବକ ରାୟ, ସୁଜାତା ଛୋଟରାୟ, ଧୀରେନ ପାତ୍ର,ତୃପ୍ତିମଇ ମକଦମ, ତାପସ ଦଳାଇ, ଉନ୍ନତି ପରିଡ଼ା, ସଶିପ୍ରଭା ରଥ ,ବିଜୟ ରାଉତ, ସୁରେଶ ଦାସ, କାର୍ତ୍ତିକ ସୁନ୍ଦରାୟ, ସୁମିତ୍ରା ଆଚାର୍ଯ୍ୟ, ଇଦିଶ୍ ଭୁଈଆ, ସ୍ମିତା ପଟ୍ଟନାୟକ ଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ବିଜେଡି ଆଜି ଜଣେ ଅଣ ଓଡ଼ିଆଙ୍କ ରିମୋଟ କେଂଟ୍ରାଲରେ ଚାଲୁଛି : ବିଜେପି
ଜେପି ଡାକ୍ତରଖାନା ପୀଡିତାଙ୍କୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ନ୍ୟାୟ ଦେବ ମୁଖ୍ୟମନ୍ତ୍ରୀ ଅଫିସ, ବନ୍ଧା ହେବେ ଜେପି ଡାକ୍ତର ବଂଶଲ !
କୁମ୍ଭାର ଶାଳ ପରିଦର୍ଶନ କଲେ ଏସ ଡି ସି ଅଧ୍ୟକ୍ଷ
ଶ୍ରୀ ଶ୍ରୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ | BulletsIn
ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ
Next Article ଆଫଗାନିସ୍ତାନ ସ୍ପିନରଙ୍କୁ ମୁକାବିଲା କଷ୍ଟକର ଥିଲା- ଇଂଲଣ୍ଡ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?