ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ମୋକିମଙ୍କ ଚିଠି
ଉପରେ ଗଣମାଧ୍ୟମରେ ମତ ଦେଇ ପାରିବେନି କୌଣସି ମୁଖପାତ୍ର । ରାଜ୍ୟ କଂଗ୍ରେସର ସମସ୍ତ ମୁଖପାତ୍ର
ଓ ମିଡ଼ିଆ ପେନାଲିଷ୍ଟଙ୍କୁ ନିର୍ଦେଶ ଦିଆଯାଇଛି । ମିଡ଼ିଆ ସେଲ ଚେୟାରମ୍ୟାନ ନିର୍ଦେଶ ନାମା
ଜାରି କରିଥିବା ସୂଚନା ମିଳିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
