ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ପବିତ୍ର ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ
ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର
ପ୍ରଥମାଷ୍ଟମୀ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର
ଆମର ଏହି ପରମ୍ପରା ସବୁଠୁ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
