• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ : ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନିତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ
Regional

ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ : ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନିତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ

CliQ INDIA
Last updated: November 2, 2025 9:55 am
CliQ INDIA
Share
3 Min Read
SHARE
ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନିତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ
ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନିତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ
ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନିତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ

ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ସହରକୁ ଲାଗି ସଦାଇପାଲି ପଂଚାୟତ ଅନ୍ତର୍ଗତ ପଥରଚେପା ଗ୍ରାମ । ପ୍ରାୟତଃ ଆଦିବାସୀ, ଦଳିତ ଓ ନିମ୍ନ ଆୟ ବର୍ଗର ଲୋକେ ଏଠି ବାସ କରନ୍ତି । ବଲାଙ୍ଗିର ସହରର ଅତି ନିକଟରେ ଥିଲେ ମଧ୍ୟ ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ସବୁବେଳେ ବଂଚିତ । ବାରମ୍ବାର ସଦର ବ୍ଲକ ପ୍ରଶାସନକୁ ସମସ୍ୟା ବାବଦରେ ଅବଗତ କଲେ ମଧ୍ୟ ଦୁର୍ନିତିରେ ଥିବା ବ୍ଲକ ପ୍ରଶାସନ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ସବୁବେଳେ ଅଣଦେଖା କରି ଚାଲିଛି । ଏହାକୁ ନେଇ ଆଜି କଂଗ୍ରେସ ନେତା ରାମ ମିଶ୍ର, ଶ୍ରୀଧର ବାରିକ, ଫକିର ମୋହନ ଥାଟିଙ୍କ ନେତୃତ୍ୱରେ ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତା ପଥରଚେପା ଗାଁ ଠାରେ ପଥରଚେପା ଗ୍ରାମବାସୀ ତଥା ଆଖପାଖ ଅଂଚଳର ଲୋକେ ମିଶି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ସ୍ଥଳରେ ସ୍ଥାନୀୟ ନେତୃତ୍ଵ ଏ ଅଂଚଳର ବାରମ୍ବାର ବିଜୁଳି ବିଭ୍ରାଟ ନିମ୍ନ ମାନର ବିଜୁଳିବତି ସହ ସମଗ୍ରୀ, ରାସ୍ତା ମରାମତିକୁ ନେଇ ଅବହେଳା, ଇନ୍ଦିରା ଆବାସ ପ୍ରଦାନରେ ଚଂଚକତାକୁ ନେଇ ବ୍ଲକ ପ୍ରଶାସନ ବିରୁଦ୍ଧରେ ଗର୍ଜିଥିଲେ । ସେମାନେ କହିଥିଲେ, ଯେତେ ସବୁ ବିଜୁଳି ସମଗ୍ରୀ ହେଉ କି ଷ୍ଟ୍ରିଟ ଲାଇଟ ହେଉ ଲଗାଇବାର ଦୁଇ ତିନି ଦିନ ମଧ୍ୟରେ ସମ୍ପୁର୍ଣ୍ଣ ଖରାପ ହୋଇଯାଉଛି କାରଣ ଏହି ସମଗ୍ରୀ ଯୋଗାଣରେ ବ୍ଲକ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ଅନୁଦାନ ହଡପ କରି ନିମ୍ନମାନର ସମଗ୍ରୀ ବ୍ୟବହାର କରୁଛନ୍ତି । ଯେହେତୁ ଏହି ରାସ୍ତା ଏକ ବୁଲାଣିଆ ରାସ୍ତା ଏଠାରେ ବିଜୁଳିବତି ନ ଜଳିବାରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କର ଧନ ଜୀବନ କ୍ଷତି ହେଉଛି । ତେଣୁ ଏହାକୁ ନେଇ ଆଜି ସ୍ଥାନୀୟ ଲୋକେ ଆନ୍ଦୋଳନ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ବଲାଙ୍ଗିରରୁ ପାଟଣାଗଡ ପଟରୁ ଆସୁଥିବା ଶହ ଶହ ଯାନବାହନ ଅଟକି ଯିବା ଦ୍ଵାରା ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ଶ୍ରୀ ପଣ୍ଡା ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଆନ୍ଦୋଳନକାରୀମାନେ ସନ୍ତୁଷ୍ଟ ନ ହେବାରୁ ତହସିଲଦାର ଶ୍ରୀ ପଣ୍ଡା ଫୋନ ଯୋଗେ ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ସହ ସମସ୍ୟାକୁ ନେଇ ଆଲୋଚନା କରାଇଥିଲେ । ଏଥିରେ ଉପଜିଲ୍ଲାପାଳ ଯାହା କିଛି ବି ସମସ୍ୟା ଅଛି ସେ ସବୁକୁ ନେଇ ପଥରଚେପା ଗ୍ରାମବାସୀ ଓ ସ୍ଥାନୀୟ ନେତୃତ୍ଵଙ୍କ ସହ ଆଲୋଚନା କରିବେ ଏବଂ ସମସ୍ୟା ଯେପରି ୧୦ ଦିନ ଭିତରେ ସମାଧାନ ହୋଇପାରିବ ସେ ଦିଗରେ ନିଶ୍ଚିତ ପଦକ୍ଷେପ ନେବେ ଏବଂ ଦୁର୍ନିତିରେ ବ୍ଲକ ପ୍ରଶାସନ ତରଫରୁ ଯେ କେହି ବି ସଂପୃକ୍ତ ଥିବ ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବ ବୋଲି କହିଥିଲେ । ପରେ ଆନ୍ଦୋଳନକାରୀଙ୍କ ତରଫରୁ ଆନ୍ଦୋଳନକୁ ସ୍ଥଗିତ କରାଯାଇ ଯଦି ୧୫ ଦିନ ଭିତରେ ସମସ୍ୟାର ସମାଧାନ ନ ହୁଏ ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।

ଆଜିର ଏହି ଅନ୍ଦୋଳନକୁ ଅନ୍ୟମାନଙ୍କ ମଧ୍ୟରେ ରୁଦ୍ର ନନ୍ଦ, ଧନୁ ରାଉତ, ବିଜ୍ଞାନ ନନ୍ଦ, ସୁବଳ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, କଂଗ୍ରେସ ନେତା ରାମ ମିଶ୍ର, ଫକିର ମୋହନ ଥାଟି, ନରେନ୍ଦ୍ର ବେହେରା, ସଂକିର୍ତ୍ତନ ମେହେର, ଜୁଲୁ ପଟ୍ଟନାୟକ, ତ୍ରିନାଥ ରାଉତଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

କୁନ୍ତଳା କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ
ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
ଖୁବଶୀଘ୍ର ବିଜେଡି ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିବ: ପ୍ରମିଳା ମଲ୍ଲିକ
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ବ୍ୟାପକ ଜନସଚେତନତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଶ୍ରୀକାକୁଲମ ଦଳାଚକଟାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା
Next Article ରାଷ୍ଟ୍ରପତିଙ୍କ ତିନି ଦିନିଆ ଉତରାଖଂଡ ଗସ୍ତ ଆଜି ଠାରୁ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?