ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ଵ ପୋଲିଓ
ଦିବସରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ବିଶ୍ଵ ପୋଲିଓ ଦିବସ ଅବସରରେ ଆସନ୍ତୁ ଏହି ରୋଗ
ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା। ଏକ ପୋଲିଓ ମୁକ୍ତ ବିଶ୍ଵ ଗଠନରେ ନିଜର
ବହୁମୂଲ୍ୟ ଯୋଗଦାନ ଦେବା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
