ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଭାଇ ଦୂଜର
ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାଇ-ଭଉଣୀଙ୍କ ସ୍ନେହ, ସ୍ନେହିଳ ବନ୍ଧନ ଓ
ପରସ୍ପର ବିଶ୍ୱାସର ପବିତ୍ର ପର୍ବ ‘ଭାଇ ଦୂଜ’ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା।
ଏହି ଶୁଭ ଅବସର ପ୍ରତ୍ୟେକ
ଭାଇ-ଭଉଣୀଙ୍କ ସମ୍ପର୍କରେ ପ୍ରେମ, ସ୍ନେହ ଓ ସମ୍ମାନର ନୂତନ
ଉଷ୍ମତା ଭରିଦେଉ ଏବଂ ଏହି ପବିତ୍ର ବନ୍ଧନ ସର୍ବଦା ଅତୁଟ ରହୁ —ଏହି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
