• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଜିଏସଟି ସଂସ୍କାର ଯୋଗୁ ଦେଶର 140କୋଟି ଦେଶବାସୀଙ୍କୁ ବଡ ଆଶ୍ୱସ୍ତି- ଅଶ୍ୱିନୀ ବୈଷ୍ଣବ
National

ଜିଏସଟି ସଂସ୍କାର ଯୋଗୁ ଦେଶର 140କୋଟି ଦେଶବାସୀଙ୍କୁ ବଡ ଆଶ୍ୱସ୍ତି- ଅଶ୍ୱିନୀ ବୈଷ୍ଣବ

CliQ INDIA
Last updated: September 7, 2025 7:08 am
CliQ INDIA
Share
1 Min Read
SHARE

ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ,

ବସ୍ତୁ

ଓ ସେବା କର (ଜିଏସଟି) ସୁଧାର ୧୪୦ କୋଟି ଦେଶବାସୀ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ଶନିବାର ଦିନ

ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଷ୍ଣବ କହିଛନ୍ତି,

ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କର ମଧ୍ୟମ ବର୍ଗ ପ୍ରତି ଗଭୀର ନିଷ୍ଠା ଅଛି,

ଯାହା

ସମୟ-ସମୟରେ ସମସ୍ତେ ଦେଖିପାରୁଛନ୍ତି। ସେ କରରେ ବଡ ସୁଧାର କରି,

୧୨

ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ମଧ୍ୟମ ବର୍ଗୀୟ ପରିବାରକୁ ଛାଡ଼ ଦେଇଥିଲେ,

ଏବଂ

ବର୍ତ୍ତମାନ ଜିଏସଟିରେ ବଡ଼ ପରିବର୍ତ୍ତନ କରି ସେମାନଙ୍କୁ ବଡ଼ ଆଶ୍ୱସ୍ତି ଓ ଉପହାର

ଦେଇଛନ୍ତି।

ସେ କହିଛନ୍ତି ଯେ, ଜିଏସଟିରେ ଯେପରି ଧରଣର ସୁଧାର ହୋଇଛି, ସେଥିରୁ ୧୪୦ କୋଟି ଦେଶବାସୀ ଉପକୃତ ହେଉଛନ୍ତି।କଂଗ୍ରେସକୁ ଟାର୍ଗେଟ

କରି ବୈଷ୍ଣବ କହିଛନ୍ତି ଯେ, ୨୦୧୪ ପୂର୍ବରୁ କରର ବୁଢିଆଣୀ ଜାଲ ବ୍ୟାପିଥିଲା ଯେଉଁ କାରଣରୁ ପ୍ରତ୍ୟେକ ବସ୍ତୁ ଉପରେ

ଅନେକ ପ୍ରକାରର କର ଲଗାଇ ସାଧାରଣ ପରିବାର,ସାଧାରଣ ଜନତା ଓ ମଧ୍ୟମ

ବର୍ଗୀୟ ପରିବାର ଉପରେ ବଡ ବୋଝ ପକାଯାଉଥିଲା ।ମନ୍ତ୍ରୀ କହିଛନ୍ତି , ଆଜି ଜିଏସଟିରେ ହୋଇଥିବା

ସୁଧାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉପକୃତ କରିଛି। ଆବଶ୍ୟକ ଜିନିଷ ଉପରେ ଜିଏସଟି ହ୍ରାସ କରାଯାଇଛି।

ଏହା ଦ୍ୱାରା ରୁଟି, କପଡ଼ା ଓ ଘର – ଏହି ତିନିଟି ମୌଳିକ ଆବଶ୍ୟକତା ଉପରେ ଥିବା କର ଭାର କମିଛି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ରଜନୀକାନ୍ତଙ୍କୁ 75ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ସାଂସଦଙ୍କ ନିଲମ୍ବନ ବିରୋଧରେ ବିରୋଧୀ କଲେ ପ୍ରଦର୍ଶନ
ଏନସିଏଲଏଟି ବେଦାନ୍ତାର ଆପିଲକୁ ଖାରଜ କରେ, ଜୟପୁର ଆସୋସିଏଟସ ରିଜୋଲ୍ୟୁଶନ ପାଇଁ ଆଦାନୀ ବିଡକୁ ମଞ୍ଜୁର କରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଗୁନା ଓ ମୁରୈନା ଜିଲ୍ଲାରେ କରିବେ ଜନସଭା
ଲୋକସଭା ନିର୍ବାଚନ ପୂର୍ବରୁ ହାର ମାନିସାରିଲେଣି ବିରୋଧୀ, ଏଥିପାଇଁ ମୋତେ ଗାଳି ଦେଉଛନ୍ତି – ପିଏମ ମୋଦି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରାସ୍ତାଘାଟ ମରାମତି ପାଇଁ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
Next Article କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?