• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ମହାକାଳଙ୍କ ଦର୍ଶନ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
National

ମହାକାଳଙ୍କ ଦର୍ଶନ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

CliQ INDIA
Last updated: August 25, 2025 7:57 am
CliQ INDIA
Share
1 Min Read
SHARE

ଉଜ୍ଜୟିନୀ, 24 ଅଗଷ୍ଟ (ହି.ସ.)- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ମଧ୍ୟପ୍ରଦେଶର ଉଜ୍ଜୈନ

ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି।

ସେ ଗର୍ଭଗୃହର ଦ୍ୱାରରୁ ଭଗବାନ ମହାକାଳଙ୍କ ପୂଜା-ଅର୍ଚନା କରିଥିଲେ ଏବଂ ମନ୍ଦିରର ନନ୍ଦୀ ହଲ୍‌ରେ

ବସି ଧ୍ୟାନ କରିଥିଲେ। ଏହି ସମୟରେ ସେ ତାଙ୍କ ରାଜ୍ୟବାସୀଙ୍କ ସମସ୍ତ ସୁଖ-ସମୃଦ୍ଧି ପାଇଁ କାମନା

କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ସକାଳେ ଉଜ୍ଜୈନରେ ପହଞ୍ଚିଥିଲେ। ସେଠାରେ ସେ

ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଦର୍ଶନ କରି ପୂଜନ କରିଥିଲେ। ମନ୍ଦିରର ପୁଜାରୀମାନେ

ମନ୍ତ୍ରୋଚ୍ଚାରଣ ସହିତ ପୂଜା କରାଇଥିଲେ। ସିନ୍ଦେ ମନ୍ଦିରର ସଭାମଣ୍ଡପରେ ବିରାଜିତ ଭଗବାନ

ବୀରଭଦ୍ରଙ୍କ ମଧ୍ୟ ଦର୍ଶନ କରିଥିଲେ। ମନ୍ଦିର ପ୍ରବନ୍ଧ ସମିତି ପକ୍ଷରୁ ସହାୟକ ପ୍ରଶାସକ ଆଶିଷ

କଲୱାଡିଆ ତାଙ୍କୁ ପ୍ରସାଦ ଦେଇଥିଲେ ଓ ଉତରୀୟ ଦେଇ ସ୍ବାଗତ କରିଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

କାଶ୍ମୀରରେ ମହାରାଷ୍ଟ୍ରର ଅଗ୍ରଗାମୀ ପଦକ୍ଷେପ : ଏକ ପର୍ଯ୍ୟଟନ ମାଇଲଖୁଣ୍ଟ
ମାଲେସିଆରୁ ଜାପାନ ଅଭିମୁଖେ ପ୍ରସ୍ଥାନ କଲେ ଆମେରିକା ରାଷ୍ଟ୍ରପତି
ଭାରତର ବିକାଶ ଯାତ୍ରାର ଅମୃତକାଳରେ ସରକାର ତିନି ଗୁଣା ଦ୍ରୁତଗତିରେ କାମ କରୁଛନ୍ତି- ରାଷ୍ଟ୍ରପତି ମୁର୍ମୁ | BulletsIn
ବିହାରର ପଶ୍ଚିମ ଚମ୍ପାରଣରେ ନିଆଁ ଲାଗିବା କାରଣରୁ ଶହେ ଘର ଭସ୍ମୀଭୂତ
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲାରେ ଆଜି ଶୁଣାଣୀ ଟଳିଲା, ଆସନ୍ତା ଶୁଣାଣୀ ୨୩ ଡିସେମ୍ବରରେ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବରଗଡ଼ ଜିଲ୍ଲା ବିଜେପି ଉପସଭାପତିଙ୍କ ପିତା ରସାନନ୍ଦ ସାମଲଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୋକ
Next Article ଭୁବନେଶ୍ୱରର ‘କ୍ଲବ ଚକୋଲେଟ’ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚକୋଲେଟରେ ପିଏମଙ୍କ ପ୍ରତିମୂର୍ତ୍ତି ତିଆରି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?