• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଜେପି ଡାକ୍ତରଖାନା ପୀଡିତାଙ୍କୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ନ୍ୟାୟ ଦେବ ମୁଖ୍ୟମନ୍ତ୍ରୀ ଅଫିସ, ବନ୍ଧା ହେବେ ଜେପି ଡାକ୍ତର ବଂଶଲ !
Regional

ଜେପି ଡାକ୍ତରଖାନା ପୀଡିତାଙ୍କୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ନ୍ୟାୟ ଦେବ ମୁଖ୍ୟମନ୍ତ୍ରୀ ଅଫିସ, ବନ୍ଧା ହେବେ ଜେପି ଡାକ୍ତର ବଂଶଲ !

CliQ INDIA
Last updated: August 21, 2025 8:12 am
CliQ INDIA
Share
4 Min Read
SHARE

ରାଉରକେଲା, ୨୦ ଅଗଷ୍ଟ (ହି.ସ.)-ରାଉରକେଲାରେ ନାନା ବଦନାନମକୁ ନେଇ ଚର୍ଚ୍ଚାରେ ଥିବା ଡାକ୍ତରଖାନା ଜେପି ହସ୍ପିଟାଲର ମାଲିକ ଡାକ୍ତର ବଂଶଲ ବିରୋଧରେ ନାନା ସଙ୍ଗୀନ ଅଭିଯୋଗ ଆଣିଥିବା ସେହିଡାକ୍ତରଖାନାର ପୂର୍ବତନ ମହିଳା କର୍ମଚାରୀଙ୍କୁ ଆସ ନ୍ତା ୨୩ ତାରିଖ ସୁଦ୍ଧା ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ କହିଥିବା ବେଳେଘଟଣାର ଅଭିଯୁକ୍ତ ଚନ୍ଦନ ବଂଶଲ ଏହି ଘଟଣାରେ ୨୫ ତାରିଖ ଶୁଦ୍ଧା ବନ୍ଧାହେବେ କି ବୋଲି ଏବେ ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି l ଖାଲି ସେତିକି ନୁହେଁ ଏହି ମାମଲାରେ ଦଲାଲି କରୁଥିବା ଓ ଅଭିଯୁକ୍ତକୁ ସାହାଜ୍ୟ କରୁଥିବା କିଛି ଲୋକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯୟାନୁଷ୍ଠାନ ହେବ ବୋଲି ଖବର ମିଳିଛି l ଏହି ଖବର ପ୍ରଚାର ପରେ ଡାକ୍ତର ବଂଶଲଙ୍କର ନିଦ ଉଡିଯାଇଥିବା କୁହାଯାଉଥିବା ବେଳେ ଦଲାଲମାନେ ସହର ଛାଡି ପଳାଇଥିବାଖବର ମିଳିଛି।ଏଠାରେ ସୁଚନାଯୋଗ୍ୟ, ଏହି ଡାକ୍ତରଖାନାରେ କାମ କରୁଥିବା ଜଣେ ମହିଳାଙ୍କୁ ଡାକ୍ତରଖାନାର ଡାଇରେକ୍ଟର ବଂଶଲ ବାବୁ ଶାରୀରିକ ସଂପର୍କ ଲାଗି ବର୍ଷେ ତଳେ ନିବେଦନ କରିବା , ବର୍ଷେ ପରେ ଇଛା ପୁରଣ ନହେବାରୁ ନାନା ଆଳରେ ଗତ ୫ ତାରିଖରେ ମାଡ ମାରିବା, ଗାଳିଦେବା ଭଳି ଅଭିଯୋଗ ଉଦିତନାଗାର ଥାନାରେ ଗତ ୫ ତାରିଖରେ ପୀଡିତା ମହିଳା ଏତଲା କରିଥିଲେ।ହେଲେ ଏତଲା ଦେବାପରେ ବି ଅଭିଯୁକ୍ତର ପ୍ରଭାବରେ କୁଆଡେ ରାଉରକେଲା ପୁଲିସ ଚୁପହୋଇ ବସିଥିଲା, ରାଉରକେଲା ବିଧାୟକ ମଧ୍ୟ ନିରବ ଥିବାବେଳେ ବହୁନେତା ମଧ୍ୟ ନିରବ ରହିଥିଲେ l କିଛି ମିଡିଆରେ ଏହି କଥା ଆଗକୁ ଆଣିବାପରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ପୀଡିତାଙ୍କୁ ନେଇ ସିଏମଙ୍କ ଅଫିସ ଯାଏ ଜିବାପରେ କଥାକୁ ୧୬ଦିନ ପରେ ଗୁରୁତ୍ୱ ଦେଇଥିଲା ରାଉରକେଲା ପୁଲିସ।ମାମଲା ମହିଳା ଥାନାକୁ ଗଲା, ଅଭିଯୁକ୍ତକୁ ୪୧ସିଆରପିସିରେ ଛଡାଗଲା ବୋଲି ଚର୍ଚ୍ଚାହେଲା କିନ୍ତୁ, ପୁଲିସ ଅନ୍ୟ ମାମଲା ଭଳି ଏହି ମାମଲାରେ ମୁହଁ ଖୋଲିଲା ନାହିଁ।ରାଉରକେଲା ବିଧାୟକ ସାରଦା ବାବୁ ମଧ୍ୟ ନିରବ ରହିଲେ, କାରଣ ସେ କୁଆଡେ ସେହି ଡାକ୍ତରଖାନାରେ ସାଇଲେଂଟ ପାର୍ଟନରବୋଲି କୁହାଯାଉଛି, ତେବେ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଫିସଯାଏ ଜିବାରୁ ବାବୁମାନଙ୍କର ହଡକଂପ ଆରମ୍ଭ ହୋଇଥିଲା l ତେଣୁ ଏହାରି ଭିତରେ ଅଭିଯୁକ୍ତ ମହିଳାଙ୍କ ପାଖକୁ ଲୋକ ପଠାଇମାମଲାକୁ ଚପାଇଦେବାକୁ ଚେଷ୍ଟା ମଧ୍ୟ କରିଥିବା କଥା ଆଲୋଚନା ରେ ଯୋର ଧରିଛି, କିନ୍ତୁ ମାସେ ୧୫ ଦିନ ପରେବି ନ୍ୟାୟ ମିଳିବା ନେଇ ତଦନ୍ତ କେତେବାଟଗଲା ପୀ ଡିତା ମହିଳା ଜଣକ ଜାଣିନପାରି କେବେ ତାଙ୍କୁ ନ୍ୟାୟ ମିଳିବ ସେହିପ୍ରଶ୍ନ ନେଇ ମହିଳା ଜଣକ ପୁଣି ତାଙ୍କ ସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇ ସେଠାରେ ନିଜର ଅଭିଯୋଗ ଉପରେ କେବେ ତାଙ୍କୁନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି।ଏହାପରେ ସିଏମ ଅଫିସ ସବୁ ବୁଝାବୁଝି କରି ୭ ଦିନ ଭିତରେ ନ୍ୟାୟ ମିଳିବ ବୋଲି କହିଥିବା ବିଷୟ ପୀଡିତା ସୂଚନା ଦେଇଛନ୍ତି ଓ ସେ ସରକାରରୁ ନିଶ୍ଚୟ ନ୍ୟାୟ ପାଇବେ ବୋଲି ଦୃଢତାର ସହ କହିଛନ୍ତି।ଏହିକଥା ଅନୁଶାରେ, ଅଗଷ୍ଟ ୨୩/୨୪ କିମ୍ବା ୨୫ ତାରିଖ ଭିତରେ ଅଭିଯୁକ୍ତ ବନ୍ଧାହେବ ବୋଲି ଅନେକ ଆକଳନକରୁଛନ୍ତି।ଏହି ଖବର ପାଇବାପରେ ବାବୁମାନଙ୍କର ହଡକଂପ ଆରମ୍ଭ ହୋଇଥିବା ଖବର ମିଳିଛି।ଏଠାରେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପୀଡିତା ପ୍ରଥମ ଥର ସିଏମଙ୍କ ଅଫିସକୁ ଜିବାପରେ କଥା ହୋମ ସେକ୍ରେଟାରୀଙ୍କ ଠାରୁ ଆଇଜି ସାଇନିଙ୍କ ଯାଏ ଯାଇଥିଲା l ମାମଲାକୁ ମାଡାମ ସାଇନୀ ତଦାରଖ କରିବାଲାଗି ସରକାର କହିଥିଲେ, ତେବେ ପୁଲିସ ତାର ତଦନ୍ତ ସାରି ଫାଇନାଲ ରିପୋର୍ଟ ଚାର୍ଜସିଟ କେବେଦେବ ବୋଲି ଅପେକ୍ଷା କରାଯାଇଥିବା ବେଳେ ପୀଡିତା ପୁଣି ସିଏମଙ୍କ ଅଫିସ ଜିବାପରେ ଘଟଣାଟି ପୁଣି ଚର୍ଚ୍ଚାକୁ ଆସିବାରୁ ଅଭିଯୁକ୍ତର ନିଦଉଡିଯାଇଥିବାର ଖବର ମିଳିଛି।ଏଠାରେ ଅଭିଯୁକ୍ତର ପୂର୍ବ ଇତିହାସକୁ ଯଦି ଦେଖାଯାଏ ତେବେ ଏହି ଡାକ୍ତରଖାନାରୁ ଅନେକ ଝିଅ ଚାକିରୀ ଛାଡି ପଳାଇଛନ୍ତି, କିଛି ମୃତ୍ୟୁବରଣ କରିଥିବା କଥା ମଧ୍ୟ ଖବର ମିଳିଛି l ଏଠି ପୁରୁଷମାନଙ୍କୁ ଚାକିରୀ ମିଳେନି ମହିଳାମାନଙ୍କୁ କୁଆଡେ ତୁରନ୍ତ ଚାକିରୀ ମିଳିଯାଏ l ପଶ୍ଚିମବଂଗ ଠାରୁ ଓଡିଶାର ବହୁ ଝିଅ ଏଠି କାମକରି ପଳାଇଛନ୍ତି, ତାପଛରେ ଅନେକ ଗୁଢ ରହସ୍ୟ ଲୁଚିରହିଛି l ଅନେକ ବାବୁମାନଙ୍କର ବହୁ କାରନାମା ତା ଭିତରେ ସାମିଲ ରହିଛି l ବାବୁମାନେ ଏଠି ସ୍ୱର୍ଗୀୟ ଚିକିତ୍ସା ନେଇଥାନ୍ତି, ସେ ସ୍ୱର୍ଗୀୟ ଚିକିତ୍ସା କଣ ?ବୋଲି ଏବେ ନାନା ମହଲରେ ପ୍ରଶ୍ନ ହେଲାଣି।ଏହିସବୁ କାରଣରୁ ବାବୁ ଓ ନେତାମାନେ ଏହି ଡାକ୍ତରଖାନାକୁ ନେଇପୁରା ଚୁପ।ରାଜ୍ୟରେ ନାରୀ ନିର୍ଯାତନା ନେଇ ବିଜେଡି ହାଲ୍ଲା କରୁଥିବାବେଳେରାଉରକେଲା ବିଜେଡି ବିଧାୟକ ଚୁପ।ତେଣୁ ଏହି ଡାକ୍ତରଖାନା ସଂପର୍କରେ ଏକ ବଡ ଧରଣର ସ୍ୱତନ୍ତ୍ର ତଦନ୍ତ କରାଯାଇ ସମସ୍ତ କଥାକୁ ପଦାକୁ ତୁୁରନ୍ତ ଅଣାଜିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଭିନ୍ନ ମହଲରୁ ଦାବି ଯୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ

You Might Also Like

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ରାଜ୍ୟରେ ଶ୍ରେଷ୍ଠ ଦଶ ସ୍ଥାନରେ ଧରାକୋଟ ଥାନା
ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଂଜଳି ଜଣାଇଲେ ଆଇନ ମନ୍ତ୍ରୀ
ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୋୟନ ଉତ୍ସବ | BulletsIn
ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ାଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଡୋଡାରେ ଭୂକମ୍ପ ଝଟ୍‌କା ଅନୁଭୂତ – Hindusthan Samachar Odia
Next Article ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ୫ ବର୍ଷରେ ୯୧୪୭.୪୨ କୋଟି ଟଙ୍କା ପାଇଛି ଓଡ଼ିଶା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?