ଭୁବନେଶ୍ୱର, 9 ଜୁଲାଇ (ହି.ସ.)- କଣ୍ଠଶିଳ୍ପୀ
ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା
ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଓଡ଼ିଶା ସଙ୍ଗୀତ ଜଗତର
ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଜଣାଉଛି। ଅନେକ ଲୋକପ୍ରିୟ ତଥା କାଳଜୟୀ ଭଜନରେ ତାଙ୍କ ସୁମଧୁର କଣ୍ଠଦାନ ଶ୍ରୋତାଙ୍କ ହୃଦୟରେ
ତାଙ୍କୁ ଚିର ଅମର କରି ରଖିଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
