• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ସାକ୍ଷାତକାର- ଜ୍ଞାନର ଆଧାରରେ ଭାରତକୁ ବିଶ୍ୱଗୁରୁ କରିବାର ମୂଳ ପ୍ରାଚୀନ ଗ୍ରନ୍ଥରେ ନିହିତ- ଏକନାଥ ସିନ୍ଦେ
National

ସାକ୍ଷାତକାର- ଜ୍ଞାନର ଆଧାରରେ ଭାରତକୁ ବିଶ୍ୱଗୁରୁ କରିବାର ମୂଳ ପ୍ରାଚୀନ ଗ୍ରନ୍ଥରେ ନିହିତ- ଏକନାଥ ସିନ୍ଦେ

CliQ INDIA
Last updated: June 30, 2025 6:35 am
CliQ INDIA
Share
5 Min Read
SHARE

ବାରଣାସୀ, 29 ଜୁନ୍ (ହି.ସ.)ଶାସ୍ତ୍ର ସଂଗ୍ରହାଳୟ ଏବଂ ଅନୁସନ୍ଧାନ କେନ୍ଦ୍ରରେ ପ୍ରାଚୀନ ଗ୍ରନ୍ଥକୁ ସୁରକ୍ଷିତକରିବା ଏକ ଐତିହାସିକ ପଦକ୍ଷେପ

– ଭାରତ ନିଜର ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର-ପ୍ରସାର

ପାଇଁ ଏକ ଐତିହାସିକ ପଦକ୍ଷେପ ନେଉଛି। କାଶୀର ପବିତ୍ର ଭୂମିରେ ଦେଶର ପ୍ରଥମ ‘ଶାସ୍ତ୍ର ସଂଗ୍ରହାଳୟ ଏବଂ

ଅନୁସନ୍ଧାନ କେନ୍ଦ୍ର’ ର ଉଦ୍‌ଘାଟନ ହୋଇଛି,

ଯାହାର

ଉଦ୍ଦେଶ୍ୟ ହେଉଛି ବେଦ, ଉପନିଷଦ,

ପୁରାଣ

ଓ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ଡିଜିଟାଲ ରୂପରେ ସଂରକ୍ଷଣ କରି ପରବର୍ତ୍ତୀ ପିଢି ନିକଟରେ

ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ପହଞ୍ଚାଇବା। ଏହି କେନ୍ଦ୍ରର ସ୍ଥାପନାକୁ ଭାରତକୁ ‘ଜ୍ଞାନ ଭିତ୍ତିକ

ବିଶ୍ୱଗୁରୁ’ ବନେଇବା ଦିଗରେ ଗୋଟିଏ ଶକ୍ତିଶାଳୀ ପଦକ୍ଷେପ ବୋଲି ଧରାଯାଉଛି। ଏହି

ବିଷୟରେ ମହାରାଷ୍ଟ୍ର ସରକାରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହିତ ବହୁଭାଷୀ ସଂବାଦ

ସମିତି ‘ହିନ୍ଦୁସ୍ଥାନ ସମାଚାର’ ଏକ ବିଶେଷ ଆଲୋଚନା କରିଛି ।

ସାକ୍ଷାତକାରର ପ୍ରମୁଖ ଅଂଶ-

‘ଶାସ୍ତ୍ର ସଂଗ୍ରହାଳୟ ଏବଂ ଅନୁସନ୍ଧାନ

କେନ୍ଦ୍ର’ ପରି ପଦକ୍ଷେପର ଭୂମିକା

ଏବଂ ଆବଶ୍ୟକତା ବିଷୟରେ ଆଲୋଚନା କରି ଏକନାଥ ଶିନ୍ଦେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଭାରତକୁ ଜ୍ଞାନର ଆଧାରରେ ବିଶ୍ୱଗୁରୁ ବନେଇବାର

ଯେଉଁ ସ୍ୱପ୍ନ, ତାହାର ମୂଳ ଆମ ପ୍ରାଚୀନ

ଗ୍ରନ୍ଥ ଏବଂ ସାଂସ୍କୃତିକ ଐତିହ୍ୟରେ ନିହିତ। ଏହି ଗ୍ରନ୍ଥ କେବଳ ଧାର୍ମିକ ବିଷୟବସ୍ତୁ ନୁହେଁ, ବରଂ ବିଜ୍ଞାନ, ଦାର୍ଶନିକତା, ଜୀବନଶୈଳୀ ଓ ସଂସ୍କୃତିର ଗଭୀର ଜ୍ଞାନ ଏଠି ଲୁଚି ରହିଛି। ଆମର

ଶାସ୍ତ୍ର ଆମ ସଂସ୍କୃତିର ଆତ୍ମା। ଏଗୁଡିକ କେବଳ ଧାର୍ମିକ ନୁହେଁ, ବରଂ ଜୀବନ ଶୈଳୀ, ବିଜ୍ଞାନ ଓ ଦାର୍ଶନିକତାର

ଏକ ଅଦ୍‌ଭୁତ ସଂଗମ ଅଟେ । ଯଦି ଆମେ ଏହାକୁ ସୁରକ୍ଷିତ କରିବାନି, ତେବେ ଆଗାମୀ ପିଢ଼ି କେବେ ଜାଣି ପାରିବ ନାହିଁ ଯେ ଭାରତ କଣ ଥିଲା।

ପୁରାତନ ଗ୍ରନ୍ଥଗୁଡ଼ିକର ସୁରକ୍ଷାରେ ଡିଜିଟାଲିକରଣର ଗୁରୁତ୍ୱ ଏବଂ ସରକାରର ଭୂମିକା

ବିଷୟରେ ଏକନାଥ ଶିନ୍ଦେ କହିଛନ୍ତି ଯେ, କାଶୀରେ ଦେଶର ପ୍ରଥମ ଶାସ୍ତ୍ର

ସଂଗ୍ରହାଳୟର ଉଦ୍‌ଘାଟନ ହୋଇଛି, ଯାହା କେବଳ ଗ୍ରନ୍ଥ ସଂଗ୍ରହ କେନ୍ଦ୍ର

ହେବ ନୁହେଁ, ବରଂ ଏହା ଗବେଷଣା, ଅଧ୍ୟୟନ ଓ ସେଗୁଡ଼ିକର

ଡିଜିଟାଲ ରୂପାନ୍ତରଣରେ ମଧ୍ୟ ଏକ ମୁଖ୍ୟ ମାଧ୍ୟମ ହେବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ

ଏହି ଜ୍ଞାନକୁ ବହୁଭାଷାରେ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି। ଏଥିରେ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ସେ କହିଛନ୍ତି ଯେ,

କେନ୍ଦ୍ରୀୟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ତାଙ୍କ ବଜେଟ୍ ଭାଷଣରେ ସାଂସ୍କୃତିକ ଐତିହ୍ୟ ଓ ଶିକ୍ଷା ପାଇଁ

ବିଶେଷ ବ୍ୟବସ୍ଥାର ଘୋଷଣା କରିଥିବା ଏହାର ପ୍ରମାଣ।

ଠାଣେ ଜିଲ୍ଲା (ମହାରାଷ୍ଟ୍ର)ରୁ ଏହି ଅଭିଯାନ ଆରମ୍ଭ କରାଯିବାର ବିଶେଷ ଗୁରୁତ୍ୱ କହି

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ରର ଠାଣେ ଜିଲ୍ଲା ସନ୍ଥମାନଙ୍କର

ଭୂମି ଅଟେ । ଠାଣେର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ଅତ୍ୟନ୍ତ ଗଭୀର। ସେଠାରେ ଥିବା

ପ୍ରାଚ୍ୟବିଦ୍ୟା ବିଶେଷଜ୍ଞ ଡା. ବେଡେକରଙ୍କ ପାଖରେ 60,000 ରୁ ଅଧିକ ଦୁର୍ଲଭ

ଗ୍ରନ୍ଥର ସଂଗ୍ରହ ଅଛି, ଯାହାକୁ ସୁରକ୍ଷିତ କରିବା ଦିଗରେ ଏହା

ଗୋଟିଏ ବଡ଼ ପଦକ୍ଷେପ। ଏହିଠାରୁ ଗୁରୁପୂର୍ଣ୍ଣିମା ଅବସରରେ ଏହି ଅଭିଯାନର ଔପଚାରିକ ଆରମ୍ଭ

କରାଯିବ।

ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସୁରକ୍ଷା କାର୍ଯ୍ୟରେ ଯୁବପିଢ଼ିଙ୍କ ଭୂମିକାକୁ ରେଖାଙ୍କିତ କରି

ଏକନାଥ ଶିନ୍ଦେ କହିଛନ୍ତି ଯେ, ଏହି ପ୍ରୟାସରେ ଯୁବପିଢି ନିର୍ଣୟାତ୍ମକ

ଭୂମିକା ନିଭାଇବେ। ଯଦି ଯୁବପିଢ଼ି ଆମ ସଂସ୍କୃତି, ଧର୍ମଗ୍ରନ୍ଥ ଓ ସ୍ଥାପତ୍ୟ

କଳାର ଗଭୀରତାକୁ ବୁଝିପାରିବେ, ତେବେ ସେମାନେ ଏହାକୁ ଅନ୍ୟମାନଙ୍କ ପର୍ଯ୍ୟନ୍ତ

ମଧ୍ୟ ପହଞ୍ଚାଇପାରିବେ। ଏହି କାର୍ଯ୍ୟକୁ ଯେଉଁ ଗତିରେ କରିବା ଆବଶ୍ୟକତା ଅଛି,

ଏଥିପାଇଁ

ଯୁବମାନଙ୍କ ଉତ୍ସାହ ଓ ଦୃଢ଼ ଇଚ୍ଛାଶକ୍ତି ଦରକାର। ଭାରତ ଏକ ଯୁବ ରାଷ୍ଟ୍ର ଅଟେ,

ଏହି

ଯୁବମାନେ ଏହାକୁ ଜ୍ଞାନରେ ଅଗ୍ରଗାମୀ ବନେଇପାରିବେ। ଏହି ଯୁବମାନଙ୍କ ଦାୟିତ୍ୱ ହେଉଛି ଯେ,

ସେମାନେ

ତାଙ୍କର ଶକ୍ତିରେ ଦେଶକୁ ଉନ୍ନତିର ପଥରେ ଆଗେଇ ନେଇଯିବେ ଏବଂ ଭାରତକୁ ଏକ ଆଧ୍ୟାତ୍ମିକ ଶକ୍ତି

ଭାବରେ ସ୍ଥାପିତ କରି ବିଶ୍ୱଗୁରୁ ବନେଇବାରେ ଅବଦାନ ଦେବେ।

ଶିନ୍ଦେ ଏହି ପବିତ୍ର କାର୍ଯ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅବଦାନକୁ ବିଶେଷ ଭାବରେ

ଉଲ୍ଲେଖନୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସଂଘ କେବଳ ଏହି ପ୍ରାଚୀନ

ଗ୍ରନ୍ଥଗୁଡ଼ିକୁ ସଂରକ୍ଷଣ କରୁନାହିଁ, ବରଂ ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗ ଭାବେ

ଗ୍ରହଣ କରି ରାଷ୍ଟ୍ରପ୍ରେମ ଓ ସଂସ୍କୃତି ଚେତନା ସଂଚାର କରୁଛି । ଏହି ଚେତନା ଦେଶର

ଯୁବପିଢ଼ୀଙ୍କୁ ଠିକ୍ ଦିଗରେ ଆଣିବା ଏବଂ ରଖିବାରେ ସାହାଯ୍ୟକାରୀ ସିଦ୍ଧ ହେବ। ସେ କହିଛନ୍ତି ଯେ,

ଏହି

ବର୍ଷ ହେଉଛି ସଂଘର ଶତାବ୍ଦୀ ବର୍ଷ। ଏହିପରି ଏକ ଶୁଭ ଅବସରରେ ଆମେ ଏହି ପଦକ୍ଷେପକୁ ଆରମ୍ଭ

କରୁଛୁ। ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇ ଏହି କାର୍ଯ୍ୟ ଦେଶବ୍ୟାପୀ ରୂପ ନେବ।

ବେଦ ଓ ଉପନିଷଦର ଜ୍ଞାନକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାବେଶର ଯୋଜନା ବିଷୟରେ ସେ

କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ଅନୁସାରେ ଏହି ଗ୍ରନ୍ଥଗୁଡ଼ିକର କିଛି ଅଂଶକୁ

ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରସ୍ତାବ ତିଆରି ହେଉଛି। ସେ କହିଛନ୍ତି ଯେ,

ଛୋଟ-ଛୋଟ

ବିନ୍ଦୁ ରୂପରେ ଏହି ତଥ୍ୟଗୁଡ଼ିକୁ ଯଦି ଶୈଶବ ଅବସ୍ଥାରୁ ଦିଆଯାଏ,

ତେବେ ପିଲାମାନଙ୍କ

ମଧ୍ୟରେ ସାଂସ୍କୃତିକ ଚେତନା ଓ ଜ୍ଞାନ ଉଭୟର ବୃଦ୍ଧି ସମ୍ଭବ ଅଟେ । ସେ କହିଛନ୍ତି ଯେ,

ଡିଜିଟାଲିକରଣର

ଉଦ୍ଦେଶ୍ୟ କେବଳ ଗ୍ରନ୍ଥ ସଂଗ୍ରହ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ପ୍ରତ୍ୟେକ ଜିଲ୍ଲାରେ

ଏହି କାର୍ଯ୍ୟ ହେବା ଉଚିତ, ଯାହାଦ୍ୱାରା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ

ଏହି ଜ୍ଞାନ ସହ ଯୋଡ଼ି ହୋଇପାରିବ।

ପ୍ରାଚୀନ ଗ୍ରନ୍ଥର ସୁରକ୍ଷା ଓ ପ୍ରଚାର-ପ୍ରସାରର ଏହି ଯୋଜନାକୁ ଏକ ଜାତୀୟ ଜାଗରଣ ଅଭିମୁଖେ

ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରି ଏକନାଥ ଶିନ୍ଦେ କହିଛନ୍ତି ଯେ,

ଏହି ପଦକ୍ଷେପ

କେବଳ ଏକ ସାଧାରଣ ସଂଗ୍ରହାଳୟ ନିର୍ମାଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଭାରତୀୟତାର ମୂଳ,

ତାହାର

ଚେତନା ଓ ଏହାର ବୈଜ୍ଞାନିକ ଚିନ୍ତାଧାରାକୁ ପୁନଃ ପ୍ରତିଷ୍ଠିତ କରିବାର ଏକ ପ୍ରୟାସ। ସେ

କହିଛନ୍ତି ଯଦି ସରକାର, ସମାଜ ଓ ଯୁବମାନେ ମିଳିତ ଭାବେ ଏହି

ଦିଗରେ କାମ କରନ୍ତି, ତେବେ ଏହା କେବଳ ଅତୀତର ସୁରକ୍ଷା ନୁହେଁ,

ବରଂ

ଭବିଷ୍ୟତ ପାଇଁ ଦିଗଦର୍ଶନ ନିର୍ଦ୍ଧାରିତ କରିପାରିବା ଭଳି ପଦକ୍ଷେପ ସାବ୍ୟସ୍ତ ହେବ। ସେ ଏହା

ମଧ୍ୟ କହିଛନ୍ତି ଯେ, ଯେପରି ଲୋକେ କହନ୍ତି, ଜ୍ଞାନ ବାଣ୍ଟିଲେ

ବଢ଼େ, ଏବଂ ଏହି ପ୍ରାଚୀନ ଜ୍ଞାନ ହିଁ ଭାରତକୁ ପୁନର୍ବାର ବିଶ୍ୱଗୁରୁ

ବନେଇପାରିବ।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ଆଜି ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବେ ପିଏମ ମୋଦି
ଅମିତ ଶାହ ‘ବେଷ୍ଟ ଅଫ୍ ଆଶା ଭୋସଲେ’ ପୁସ୍ତକର କଲେ ଉନ୍ମୋଚନ
205 ବର୍ଷ ପରେ ଆଇସିଇ ଇତିହାସରେ ପ୍ରଥମ ଥର ଭାରତବଂଶୀ ଅନୁଷା ଶାହ ହେଲେ ଅଧ୍ୟକ୍ଷ
ଅବକି ବାର ମୋଦି ସରକାର ପଛରେ ସ୍ଵର ପିୟୁଷ ପାଣ୍ଡେଙ୍କ ଦେହାନ୍ତ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶ୍ରଦ୍ଧାଞ୍ଜଳି
ଆମର ସାଂସ୍କୃତିକ ଐତିହ୍ୟ ଜୀବନ୍ତ ଧରୋହର- ଗଜେନ୍ଦ୍ର ଶେଖାୱତ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରଥଯାତ୍ରା ଦଳାଚକଡା଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରତାପ ଷଡଙ୍ଗୀ
Next Article ‘ଗଜପତି ଗୌରବ ଦିବସ’ର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?