• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଏନ୍.ସି.ଇ.ଆର.ଟି. ପାଠ୍ୟପୁସ୍ତକର ଉପଲବ୍ଧତା
National

ଏନ୍.ସି.ଇ.ଆର.ଟି. ପାଠ୍ୟପୁସ୍ତକର ଉପଲବ୍ଧତା

CliQ INDIA
Last updated: April 7, 2024 2:40 pm
CliQ INDIA
Share
3 Min Read
SHARE

ଭୁବନେଶ୍ୱର, 7 ଏପ୍ରିଲ : ଜାତୀୟ ଶିକ୍ଷାନୀତି (ଏନ୍.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି । ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ/ ପ୍ରାରମ୍ଭିକସ୍ତର ପାଠ୍ୟଚର୍ଯ୍ୟା (୨୦୨୨) ଆରମ୍ଭ ହେଲା । ଏହି ପାଠ୍ୟଚର୍ଯ୍ୟାରେ ପ୍ରସ୍ତାବ ଅନୁଯାୟୀ ‘ଯାଦୁଇ ପିଟାରା’, ଖେଳଣା, ଖେଳ, କଣ୍ଢେଇ, ପୋଷ୍ଟର, କାହାଣୀ କାର୍ଡ ଇତ୍ୟାଦି ଏବଂ ଖେଳ ଆଧାରିତ ପାଠ୍ୟପୁସ୍ତକ ସହ ଶିକ୍ଷା-ଶିକ୍ଷାଦାନ ସାମଗ୍ରୀର ସଂଗ୍ରହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀପାଇଁ ଗତବର୍ଷ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି ୨୦୨୦ରେ ବହୂଭାଷିତା ସମ୍ବନ୍ଧୀୟ ଦୃଷ୍ଟିକୋଣ ଉପରେ ଧ୍ୟାନ ଦେଇ ଏନ୍ସିଇଆ?ର୍ଟି ଭାରତୀୟ ଭାଷାର ଚଉବନଟି ପ୍ରାଇମର ପ୍ରକାଶ କରିଛି । ଏଥି ମଧ୍ୟରୁ କୁଇ ଏବଂ ଦେଶିଆ ଭଳି ଭାଷାରେ ମାତୃଭାଷାରୁ ଭାଷା ସୁଗମ ପରିବର୍ତ୍ତନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇସାରିଛି ।

ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟଚର୍ଯ୍ୟା (ଏସ୍.ସି.ଏଫ୍.ଏସ୍.ଇ.) ୨୦୨୩ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବରେ ଏନ୍.ସି.ଇ.ଆର.ଟି. ତୃତୀୟରୁ ଦ୍ୱାଦଶ ଶ୍ରେଣୀପାଇଁ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତିର କାର୍ଯ୍ୟ ଆରମ୍ଭ କଲା । ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପାଠ୍ୟପୁସ୍ତକଗୁଡ଼ିକ ଏକ ପର୍ଯ୍ୟାୟ ଅନୁଯାୟୀ ଅଣାଯିବା ଆବଶ୍ୟକ, ଯାହାଦ୍ୱାରା ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ସ୍ଥାନାନ୍ତର ହୋଇପାରିବ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଶ୍ରେଣୀ (ପ୍ରସ୍ତୁତି ସ୍ତରର ପ୍ରଥମ) ଏବଂ ଷଷ୍ଠ ଶ୍ରେଣୀ (ମଧ୍ୟସ୍ତରର ପ୍ରଥମ) ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଛି । ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ପିଲାମାନଙ୍କର ସୂଗମ ପରିବର୍ତ୍ତନ ନିମନ୍ତେ ଷଷ୍ଠଶ୍ରେଣୀର ଏକ ମାସସଂଯୋଗ କାର୍ଯ୍ୟକ୍ରମ ଏବଂ ତୃତୀୟ ଶ୍ରେଣୀ ପାଇଁ ଦୁଇ ସପ୍ତାହର ମୌଳିକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ସବୁ କାର୍ଯ୍ୟକ୍ରମ ବିଭିନ୍ନ ବିଷୟ ଯଥା- ଆମ ଚତୁପାଶ୍ୱର୍ର ଦୁନିଆ, କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସ୍ୱସ୍ଥ୍ୟ-ସୁସ୍ଥତା ଉପରେ ପର୍ଯ୍ୟବେସିତ ହେବ । ଏତଦ୍ୱାରା ନୂତନ ପାଠ୍ୟକ୍ରମର ବିଭିନ୍ନ ଆଧାର ଯଥା ଅନୁଭୂତିଶୀଳ ଶିକ୍ଷଣ, ସାଂସ୍କୃତିକ ମୂଳତା, ବହୁଭାଷୀ ଶିକ୍ଷା, ସାମଗ୍ରିକ ବିକାଶକୁ ନେଇ ସାମଗ୍ରିକ ମୂଲ୍ୟାୟନ ଉପରେ ସେମାନଙ୍କର ଶିକ୍ଷଣ ସୁନିଶ୍ଚିତ ହେବ ।

ବର୍ତ୍ତମାନ ତୃତୀୟ ଶ୍ରେଣୀର ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ପାଠ୍ୟପୁସ୍ତକ ଏନ.ସି.ଇ.ଆର.ଟି.ର ୱେବସାଇଟ୍?ରେ ଉପଲବ୍ଧ ଅଛି । ବିଦ୍ୟାଳୟ ଶିକ୍ଷା ଜାତୀୟ ପାଠଚର୍ଯ୍ୟା ୨୦୨୩ରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରସ୍ତାବିତ ସମସ୍ତ ୧୦ଟି ବିଷୟ ପାଇଁ ଏକମାସ ସଂଯୋଗ କାର୍ଯ୍ୟକ୍ରମ ମଧ୍ୟ ୱେବ୍?ସାଇଟ୍?ରେ ଉପଲବ୍ଧ । ନୂତନ ପାଠ୍ୟ ପୁସ୍ତକ ବ୍ୟବହାର ପୂର୍ବରୁ ମୌଳିକ କିମ୍ବା ସଂଯୋଗ କାର୍ଯ୍ୟକ୍ରମ (ଈକ୍ସସୟଶର ଉକ୍ଟଙ୍କକ୍ସଗ୍ଦର) ସାଧାରଣତଃ ଜରୁରୀ । ପିଲାମାନେ ସେମାନଙ୍କର ମୌଳିକ ଓ ଏକମାସ ସଂଯୋଗ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ନୂତନ ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ ଏବଂ ସେମାନଙ୍କ ପାଇଁ ପାଠ୍ୟପୁସ୍ତକ ଉପଲବ୍ଧ ହେବ ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ନୂତନ ପାଠ୍ୟ ପୁସ୍ତକ ପ୍ରକାଶିତ ଓ ଛାପା ଆକାରରେ ଉପଲବ୍ଧ । ସେହିପରି ସପ୍ତମ, ଅଷ୍ଟମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ମଧ୍ୟ ଛାପା ଆକାରରେ ଉପଲବ୍ଧ । ଚତୁର୍ଥ, ପଞ୍ଚମ, ନବମ ଓ ଏକାଦଶ ଶ୍ରେଣୀର ଅଧିକାଂଶ ପାଠ୍ୟପୁସ୍ତକ ପ୍ରକାଶ ପାଇସାରିଛି ଏବଂ ଚଳିତ ବର୍ଷ ମଇ ୩୧ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେବ । ଏହି ପାଠ୍ୟ ପୁସ୍ତକଗୁଡ଼ିକ ଡିଜିଟାଲ ଭାବେ ଏନ୍ସିଇଆରଟି ୱେବ୍ସାଇଟ୍, ଦିକ୍ଷା ଓ ଇ-ପାଠଶାଳା ସହ ମୋବାଇଲ୍ ଆପ୍ ରେ ମଧ୍ୟ ଉପଲବ୍ଧ । ଏଗୁଡ଼ିକ ସହଜ ଓ ମାଗଣାରେ ଡାଉନ୍?ଲୋଡ୍ କରାଯାଇପାରିବ ।

ଏନ.ସି.ଇ.ଆର.ଟି. ୱେବ୍ ସାଇଟ୍ ରେ କିମ୍ବା ଛାପା ଆକାରରେ ଉଲବଲବ୍ଧ ଥିବା ପାଠ୍ୟପୁସ୍ତକ ବ୍ୟବହାର କରିବାକୁ ସମ୍ବନ୍ଧିତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟଚର୍ଯ୍ୟା (୨୦୨୩) ସହ ସମନ୍ୱୟତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ପାଠ୍ୟପୁସ୍ତକ (ତୃତୀୟ ଓ ଷଷ୍ଠ ଶ୍ରେଣୀ)କୁ ଚଳିତ ବର୍ଷ ଉପଲବ୍ଧ କରିବାକୁ ଏନ.ସି.ଇ.ଆର.ଟି. ସଂକଳ୍ପବଦ୍ଧ ଏବଂ ସମସ୍ତକୁ ଏଥିପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

You Might Also Like

ମଣିପୁରରେ ଗୁଳିକାଣ୍ଡରେ 4ଜଣ ଲୋକଙ୍କ ମୃତ୍ୟୁ, ଅନେକ ଆହତ
ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି,ପୂର୍ବ କାର୍ଯ୍ୟକାଳର ସମସ୍ତ ସାମ୍ବିଧାନିକ ନିଯୁକ୍ତିକୁ ବୈଧ ଘୋଷଣା କରାଗଲା
ଏୟାରବସ୍ ଏ-320 ବିମାନରେ ତତ୍କାଳ ପରିବର୍ତ୍ତନ ପାଇଁ ଡିଜିସିଏର ନିର୍ଦ୍ଦେଶ
ଭାଇଦୂଜରେ ରୂପା ମୂଲ୍ୟ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା
ସମୁଦ୍ର ପର୍ଯ୍ୟାୟ ସମାପ୍ତ କରିବା ପରେ ଭାରତୀୟ ଯୁଦ୍ଧ ଜାହାଜ ଜାପାନର ୟୋକୋସୁକା ବନ୍ଦରରେ ପହଂଚିଲା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବିଜେଡ଼ିରେ ଯୋଗଦେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର
Next Article ଶ୍ରୀକାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ଫେସବୁକ୍ ପେଜ୍ ହ୍ୟାକ, ଅଶ୍ଲୀଳ ଫଟୋ ପୋଷ୍ଟ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?