ନୂଆଦିଲ୍ଲୀ, 24 ଜାନୁଆରୀ (ହି.ସ.) ଆଜି ହେଉଛି ଉତ୍ତର ପ୍ରଦେଶର ସ୍ଥାପନା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଧର୍ମ ଓ ସମୃଦ୍ଧ ସଂସ୍କୃତିର ରାଜ୍ୟ ଉତ୍ତରପ୍ରଦେଶର ସ୍ଥାପନା ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତ ବାସିନ୍ଦାଙ୍କ ସମୃଦ୍ଧି ଓ ସୁଖମୟ ଜୀବନ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
