
କୋଲକାତା, 6 ଜାନୁଆରୀ (ହି.ସ.)ରାସନ ବିତରଣ ଦୁର୍ନୀତି ମାମଲା ତୃଣମୂଳ କଂଗ୍ରେସ ନେତା ଶଙ୍କର ଆଦ୍ୟଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସକାଳ 7.30 ବେଳେ ବନଗାଓଁ ଶଙ୍କରଙ୍କ ଘରେ ରେଡ୍ ହୋଇଥିଲା, 17ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଛି । ଶନିବାର ସକାଳେ ସିଜିଓ କମ୍ପ୍ଲେକ୍ସ ଅଣାଯାଇଛି । ତାଙ୍କୁ ମେଡିକାଲରେ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
