
ଭୁବନେଶ୍ୱର, 23 ଡିସେମ୍ବର – ରାଜ୍ୟପାଳ ରଘୁବର ଦାସ ଜୟନ୍ତୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି।
ସେ ଟ୍ୱିଟ କରି କହିଛନ୍ତି., ଚାଷ ଓ ଚାଷୀ ମାନଙ୍କ ପାଇଁ ଜୀବନ ସମର୍ପିତ କରି ଦେଇଥିବା ଜନ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀରେ କୋଟି କୋଟି ନମନ । ଅନ୍ନଦାତା ମାନଙ୍କୁ ରାଷ୍ଟ୍ରୀୟ କୃଷକ ଦିବସର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
