
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.) ଆଜି ହେଉଛି ଜାତୀୟ ଗଣିତ ଦିବସ । ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀଙ୍କୁ ଗଣତି ଦିବସ ଭାବେ ପାଳନ କରାଯାଉଥିବା ବେଳେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଗଣିତ କ୍ଲାସରୁମରେ ଭଦ୍ଭାବନ ହୋଇନଥିଲା । ଏହା ହେଉଛି ବ୍ରହ୍ମାଣ୍ଡର ପ୍ରକୃତି । ମହାନ ଭାରତୀୟ ଗଣତିଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
