
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.) ଚନ୍ଦାହାଣ୍ଡି ଘାଟିରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ମୃତ ବ୍ୟକ୍ତି ଜଣକ ହେଲେ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଶରୀରର ଅଧା ଅଂଶ ରାସ୍ତାକଡରେ ପଡିରହିଥିବା ବେଳେ ଆଉ ଅଧା ଅଂଶ ଦେଖାଯାଉନାହିଁ । ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
