ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଗଣିଲେ ସରୁନି । ଦେଶୀ ମଦଭାଟିରୁ ଆୟକର ବିଭାଗ ଚଢାଉ ଘଟଣା। ତୃତୀୟ ଦିନରେ ବି ଟଙ୍କା ଗଣୁଛି ଆୟକର ବିଭାଗ। ଟଙ୍କା ଗଣାରେ ୬ଟି ମେସିନ ଓ ଗୋଟିଏ ବଡ ମେସିନ ନିୟୋଜିତ ହୋଇଛି। ଭାଟି ମ୍ୟାନେଜର ରାଜେଶ ସାହୁ ଉପସ୍ଥିତରେ ଚାଲିଛି ଟଙ୍କା ଗଣା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
