ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) – ଦିନିକିଆ ଅନୁଗୁଳ ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ । ରାଜ୍ୟପାଳ ଅନୁଗୁଳ ଓ ତାଳଚେର ଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗତକାଲି ଢେଙ୍କାନାଳ ପରେ ରାଜ୍ୟପାଳଙ୍କର ଆଜି ଅନୁଗୁଳ ଜିଲାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
