ଭୁବନେଶ୍ୱର, 5 ଡିସେମ୍ବର (ହି.ସ.) ବିଶ୍ୱ ମୃତ୍ତିକା ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ବିଶ୍ୱ ମୃତ୍ତିକା ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆସନ୍ତୁ ଏହି ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା ମାଟିର ଗୁଣବତ୍ତା ବଢାଇବା ପାଇଁ ନିଜର ଯୋଗଦାନ ଦେବା ଓ ଜୈବିକ କୃଷିକୁ ଆପଣାଇବା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
