ପ୍ର ନୂଆଦିଲ୍ଲୀ, 26 ଅକ୍ଟୋବର (ହି.ସ.) ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ରାକେଶ ଭୈରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ପୁରୁଷ ୧୫୦୦ ମିଟର-ଟି-୪୬ ଇଭେଣ୍ଟରେ ଚମତ୍କାର କାଂସ୍ୟ ପଦକ ଜିତିଥିବାରୁ ରାକେଶ ଭୈରାଙ୍କୁ ଅଭିନନ୍ଦନ।
ତାଙ୍କ ନିଷ୍ଠା ଓ କଠିନ ପରିଶ୍ରମର ଫଳ ସ୍ୱରୂପ ଏହି ଚମତ୍କାର ପ୍ରଦର୍ଶନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
